peoplepill id: sanatan-rath
SR
India
1 views today
4 views this week
Sanatan Rath
Neurologist from India

Sanatan Rath

The basics

Quick Facts

Intro
Neurologist from India
Places
Work field
Gender
Male
Place of death
Cuttack, Cuttack district, Central division, India
Age
85 years
The details (from wikipedia)

Biography

ସନାତନ ରଥ (୨୫ ଜୁଲାଇ ୧୯୩୪ - ୦୯ ଜୁନ ୨୦୨୦) ଜଣେ ଆନ୍ତର୍ଜାତୀକ ଖ୍ୟାତିସମ୍ପର୍ଣ୍ନ ସ୍ନାୟୁରୋଗ ବିଭାଗର ଡାକ୍ତର ଥିଲେ । ସେ ସମାଜସେବାରେ ଆଜୀବନ ବ୍ରତୀ ଥିଲେ ।

ଜୀବନୀ

ସନାତନ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୫୭ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମବିବିଏସ ପାଠ ପଢ଼ିଥିଲେ । ୧୯୬୨ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟରୁ ସର୍ଜରୀ ବିଭାଗରେ ଓ ୧୯୬୫ ମସିହାରେ ଭେଲୋର ମେଡିକାଲ୍ କଲେଜରୁ ସ୍ନାୟୁ ସର୍ଜରୀ ବିଭାଗରେ ଏମଡି କରିଥିଲେ । ୧୯୬୫ରୁ ସେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ୧୯୯୧ ମସିହାରେ ସେ ଡିମେଇଟିର ନିର୍ଦ୍ଦେଶକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ । ରଥଙ୍କ ଉଦ୍ୟମରେ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ପ୍ରଥମ ନ୍ୟୁରୋଲିଜି ବିଭାଗ ଖୋଲିଥିଲା । ଓଡ଼ିଶାକୁ ପ୍ରଥମ ସିଟି ସ୍କାନ ମେସିନ ଆଣିବାରେ ମଧ୍ୟ ତାଙ୍କରି ହାତ ଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sanatan Rath is in following lists
comments so far.
Comments
From our partners
Sponsored
Credits
References and sources
Sanatan Rath
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes