peoplepill id: sailabhama-mahapatra
SM
India
1 views today
1 views this week
Sailabhama Mahapatra
Playback singer from Odisha, India

Sailabhama Mahapatra

The basics

Quick Facts

Intro
Playback singer from Odisha, India
Places
Work field
Gender
Female
The details (from wikipedia)

Biography

ଶୈଳଭାମା ମହାପାତ୍ର , ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ଚଳଚ୍ଚିତ୍ର, ବେତାର, ଦୂରଦର୍ଶନ ଓ ଆଲବମରେ ସେ କଣ୍ଠଦାନ କରିଛନ୍ତି । ସର୍ବମୋଟ ୧୯୦୦୦ରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି, ସେଥିମଧ୍ୟରୁ ପ୍ରାୟ ୩୫୭ଟି ଗୀତ ସେ ଚଳଚ୍ଚିତ୍ର ପାଇଁ ଗାଇଛନ୍ତି । ସେ ଆକାଶବାଣୀ ଓ ଦୂରଦର୍ଶନର ଗ୍ରେଡ଼-ଏ କଳାକାର ।

ବ୍ୟକ୍ତିଗତ ଜୀବନ

ଶୈଳଭାମାଙ୍କ ପିତାଙ୍କ ନାମ ଜଗତବନ୍ଧୁ ମହାପାତ୍ର ଓ ମାତାଙ୍କ ନାମ ହରପ୍ରିୟା ମହାପାତ୍ର । ମା ଓ ବଡ଼ ଭଉଣୀଙ୍କ ପ୍ରେରଣାରେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୩ ମସିହାରୁ ସେ ଆକାଶବାଣୀ ଓ ଦୂରଦର୍ଶନରେ ଶିଶୁ କଳାକାର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏକ ସଙ୍ଗୀତ ରେକଡିଂ ସମୟରେ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ତାଙ୍କୁ ଶୁଣି ଚଳଚ୍ଚିତ୍ର ମା' ଯାହାର ସାହାରେ ଗୀତ ଗାଇବାର ପ୍ରଥମ ସୁଯୋଗ ଦେଇଥିଲେ ।

ସମ୍ମାନ ଓ ପୁରସ୍କାର

  • ଧନେଶ୍ୱର ରଥ ସ୍ମୃତି ସମ୍ମାନ - ୨୦୧୯

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sailabhama Mahapatra is in following lists
comments so far.
Comments
From our partners
Sponsored
Credits
References and sources
Sailabhama Mahapatra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes