peoplepill id: saghir-ahmed
Film director
Saghir Ahmed
The basics
Quick Facts
Intro
Film director
Places
Work field
Gender
Male
Place of birth
Cuttack District, Central division, Odisha, India
Education
Film and Television Institute of India
The details (from wikipedia)
Biography
ସାଗୀର ଅହମଦ, ୧୯୩୦ ଦଶକରେ କଟକଠାରେ ଜନ୍ମିତ ଜଣେ ଜଣାଶୁଣା ସମାନ୍ତରାଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଶିକ୍ଷାବିତ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଧାରେ ଆଲୁଅ ଭାରତୀୟ ପାନୋରାମାକୁ ନିର୍ବାଚିତ ହୋଇଥିଲା ।
ସାଗୀର ଅହମଦ, ପିଲାଦିନରୁ ବାମପନ୍ଥି ଚିନ୍ତାଧାରା ପ୍ରତି ଆକର୍ଷିତ ଥିଲେ । ସେ, ୧୯୬୮ ମସିହାରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା ହାସଲ କରିଥିଲେ ।
ସାଗୀର ଅହମଦଙ୍କର ୨୦୧୩ ମସିହା ଫେବୃଆରୀ ୨୭ତାରିଖରେ ପରଲୋକ ଗମନ ହୋଇଥିଲା ।
ଓଡ଼ିଆ କଥାଚିତ୍ରକୁ ଅବଦାନ
- ଧାରେ ଆଲୁଅ - ୧୯୮୩
- ଅଭିଶପ୍ତ - ୧୯୭୧(ଅସମ୍ପୂର୍ଣ୍ଣ)
- କିଏ ତୋଳିବ ଇନ୍ଦ୍ରଧନୁ - ୧୯୭୯(ଅସମ୍ପୂର୍ଣ୍ଣ)
- ପରାଗପରେ (ଅସମ୍ପୂର୍ଣ୍ଣ)
ଆଧାର
ଅଧିକ ତଥ୍ୟ
- ସାଗୀର ଅହମଦ (ଇଣ୍ଟରନେଟ ମୁଭି ଡାଟାବେସରେ)
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Saghir Ahmed is in following lists
By field of work
By work and/or country
comments so far.
Comments
Credits
References and sources
Saghir Ahmed