peoplepill id: sadananda-tripathy
Odia writer
Sadananda Tripathy
The basics
Quick Facts
Intro
Odia writer
Places
Work field
Gender
Male
Birth
Place of birth
Ganjam district, Southern division, Odisha, India
Age
69 years
Awards
Odisha Sahitya Akademi Award
(2003)
Jhankar Award
(2001)
The details (from wikipedia)
Biography
ସଦାନନ୍ଦ ତ୍ରିପାଠୀ, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଗାଳ୍ପିକ ଓ ଔପନ୍ୟାସିକ ।
ସଦାନନ୍ଦ , ୧୯୫୬ ମସିହାରେ ଗଞ୍ଜାମ ଜିଲ୍ଲାର ସେରଗଡ଼ ନିକଟସ୍ଥ କୃପାସିନ୍ଧୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୪ବର୍ଷ ବୟସରେ ସେ ନିଜର ପ୍ରଥମ ଗପ ଲେଖିଥିଲେ । ୧୯୭୨ମସିହାରେ କଲେଜରେ ପଢୁଥିବା ସମୟରେ, ତାଙ୍କର ଜଣେ ବନ୍ଧୁ ଗୁଜବ ଉଡେଇଥିଲେ ଯେ, ସଦାନନ୍ଦ ରେଳ ଦୁର୍ଘଟଣାରେ ପ୍ରାଣ ହରେଇଛନ୍ତି । ସେହି କଥାକୁ ମନେ ରଖି, ସେ ନିଜର ପ୍ରଥମ ଗଳ୍ପ ସଂକଳନର ନାମ ରଖିଥିଲେ : "ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ" । ଏହି ଗଳ୍ପ ସଂକଳନଟି ପ୍ରକାଶିତ ହୋଇଥିଲା ୧୯୯୨ ମସିହାରେ ।
ରଚନାବଳୀ
- ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ
- ରଙ୍ଗନାଥ ଘଡେଇ
- ନିଜ ନିଜ ନିୟମ
- ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର
- କବିର ସମୟ
- ନାଚାର ଷୋଡ଼ଶୀ
- ସତୀ
ସମ୍ମାନ ଓ ପୁରସ୍କାର
- ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୩(ସତୀ ଗଳ୍ପଗ୍ରନ୍ଥ ପାଇଁ)
- ସୁବ୍ରତ ସ୍ମାରକୀ ସମ୍ମାନ - ୨୦୦୭
- ଜଗଦୀଶ କଥା ସମ୍ମାନ - ୨୦୧୬(ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Sadananda Tripathy is in following lists
comments so far.
Comments
Credits
References and sources
Sadananda Tripathy