peoplepill id: rukmuni
R
India
1 views today
1 views this week
Rukmuni
Indian actress

Rukmuni

The basics

Quick Facts

Intro
Indian actress
A.K.A.
ରୁକ୍ମଣୀ
Places
Gender
Female
Place of birth
Odisha
Family
Children:
Mamina
The details (from wikipedia)

Biography

ରୁକ୍ମଣୀ ଦେବୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୭୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ପରିବାରରୁ ଅଭିନୟ ଆରମ୍ଭ କରିଥିଲେ । ସେ ମଥୁରା ବିଜୟ, ଚିହ୍ନା ଅଚିହ୍ନା, ରାମ ବଳରାମ, ଝିଅଟି ସୀତା ପରି, ଛ ମାଣ ଆଠ ଗୁଣ୍ଠ, ତୁଣ୍ଡ ବାଇଦ, କନ୍ୟାଦାନ, ଯାହାକୁ ରଖିବେ ଅନନ୍ତ, ସୁଭଦ୍ରା ଏବଂ ତୁମକୁ ପାରୁନି ତ ଭୁଲି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକା
୧୯୭୮ପରିବାର
୧୯୭୯ମଥୁରା ବିଜୟ
୧୯୭୯ଚିହ୍ନା ଅଚିହ୍ନା
୧୯୮୦ରାମ ବଳରାମ
୧୯୮୩ଝିଅଟି ସୀତା ପରି
୧୯୮୬ଛ ମାଣ ଆଠ ଗୁଣ୍ଠ
୧୯୮୭ତୁଣ୍ଡ ବାଇଦମାଉସୀ
୧୯୮୮କନ୍ୟାଦାନ
୧୯୮୮ଯାହାକୁ ରଖିବେ ଅନନ୍ତ
୧୯୯୫ସୁଭଦ୍ରାତୁଳସୀର ମାଆ
୨୦୦୭ତୁମକୁ ପାରୁନି ତ ଭୁଲିମୁନ୍ନାର ମାଆ

ଆଧାର

ଅଧିକ ତ‌ଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Rukmuni is in following lists
comments so far.
Comments
From our partners
Sponsored
Rukmuni
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes