peoplepill id: rama-prasad-singh
RPS
India
1 views today
1 views this week
Rama Prasad Singh
Indian Odia-language writer

Rama Prasad Singh

The basics

Quick Facts

Intro
Indian Odia-language writer
A.K.A.
Rama Prasad Singha
Places
Work field
Gender
Male
Birth
Death
Age
81 years
Notable Works
Chhinnamasta
 
Marichika
 
Marichika
 
The details (from wikipedia)

Biography

ରାମ ପ୍ରସାଦ ସିଂହ (୧୯୦୪-୧୯୮୫) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ଉଭୟ ଗଳ୍ପ ଓ ଉପନ୍ୟାସ ଲେଖୁଥିଲେ । ତାଙ୍କ ରଚନା ମୁଖ୍ୟତଃ ମାର୍କସବାଦୀ ଚିନ୍ତାଧାରାର ଥିଲା । ଶୋଷକର ଶୋଷିତ ଗୋଷ୍ଠୀଉପରେ ଅତ୍ୟାଚାର ଓ ଶୋଷିତର ଦୁଃଖ ତାଙ୍କ ରଚନାରେ ଶୋଭା ପାଉଥିଲା । ୧୯୩୦ ମସିହାରୁ ଲେଖାଲେଖି ଆରମ୍ଭ କରି, ସେ ୫୦ ବର୍ଷ ଧରି ଓଡ଼ିଆ ସାହିତ୍ୟ ସେବା କରିଥିଲେ । ସେ ପ୍ରାୟ ୨୦ଟି ପୁସ୍ତକ ରଚନା କରିଥିଲେ ।

ରାମ ପ୍ରସାଦ ବାମପନ୍ଥୀ ବିପ୍ଲବୀ ଥିଲେ ଓ ୧୯୩୦ ଦଶକର "ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟ"ରେ ଅଂଶଗ୍ରହଣ କରି ହଜାରିବାଗ ଜେଲରେ କାରାବରଣ କରିଥିଲେ । ସେ ସମୟର ଓଡ଼ିଆ ସାହିତ୍ୟରେ ଭକ୍ତିବାଦର ପ୍ରାବଲ୍ୟ ଥିଲା । ରାମ ପ୍ରସାଦଙ୍କ ମତ ଥିଲା, "ସାହିତ୍ୟ ଭକ୍ତିବାଦରୁ ବାହାରି ଲୋକାଭିମୁଖୀ ହେବା ଓ ଲୋକଙ୍କ ସମସ୍ୟାକୁ କହିବା ଉଚିତ ।" ସାହିତ୍ୟ ଧନୀ, ଜମିଦାର ଓ ରାଜାଙ୍କ କବଳରୁ ମୁକ୍ତ ହୋଇ ସାଧାରଣ ଜନତାଙ୍କର ହେବା ଉଚିତ ବୋଲି ସେ କହିଥିଲେ ।

ରଚନାବଳୀ

ଗଳ୍ପ

  • ଛାତିର ରକ୍ତ
  • ଶେଷ ରାତି
  • କଲ୍ଲୋଳ
  • ଘାସିପଡ଼ାର ମାୟା
  • ଟିକସ ମଉସା
  • ଚୋରାବାଲି

ଉପନ୍ୟାସ

  • ମରୀଚିକା
  • ଅଗ୍ନିପଥେ
  • ଛିନ୍ନମସ୍ତା
  • ପ୍ରତିହିଂସା - ୧୯୩୦-୩୧
  • ହୋମଶିକ୍ଷା - ୧୯୩୭
  • ସମାପ୍ତି ୧୯୬୨
  • ପୂଜାର ବାଲି

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Rama Prasad Singh is in following lists
comments so far.
Comments
From our partners
Sponsored
Credits
References and sources
Rama Prasad Singh
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes