peoplepill id: rama-chandra-malik
RCM
India
1 views today
1 views this week
Rama Chandra Malik
Indian politician

Rama Chandra Malik

The basics

Quick Facts

Intro
Indian politician
A.K.A.
Ramachandra Mallick
Places
Gender
Male
Religion(s):
Age
91 years
Positions
Member of the 3rd Lok Sabha
(1962-1967)
list of members of the 6th Lok Sabha
(1977-1979)
Member of the 12th Lok Sabha
(1998-1999)
The details (from wikipedia)

Biography

ରାମଚନ୍ଦ୍ର ମଲ୍ଲିକ (ଜନ୍ମ: ୨ ଅଗଷ୍ଟ ୧୯୩୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ରାମଚନ୍ଦ୍ର ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୬୨, ୧୯୭୭ ଓ ୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୬ଷ୍ଠ ଓ ୧୨ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ରାମଚନ୍ଦ୍ର ମଲ୍ଲିକ ୧୯୩୩ ମସିହାର ଅଗଷ୍ଟ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁର୍ଯ୍ୟୋଧନ ମଲ୍ଲିକ ଏବଂ ପତ୍ନୀଙ୍କ ନାମ କମଳା ମଞ୍ଜରୀ ମଲ୍ଲିକ । ରାମଚନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ହିନ୍ଦୀରେ ରତ୍ନ ।

ରାଜନୈତିକ ଜୀବନ

ରାମଚନ୍ଦ୍ର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ୩ଥର କାର୍ଯ୍ୟ କରିଛନ୍ତି ।

ଲୋକ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୬୨୧୯୬୭ସଭ୍ୟ, ୩ୟ ଲୋକ ସଭାଯାଜପୁରଭାରତୀୟ ଜାତୀୟ କଂଗ୍ରେସ
୧୯୭୭୧୯୭୯ସଭ୍ୟ, ୬ଷ୍ଠ ଲୋକ ସଭାଯାଜପୁରଭାରତୀୟ ଲୋକ ଦଳ
୧୯୯୯୧୯୯୯ସଭ୍ୟ, ୧୨ଶ ଲୋକ ସଭାଯାଜପୁରଭାରତୀୟ ଜାତୀୟ କଂଗ୍ରେସ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Rama Chandra Malik is in following lists
comments so far.
Comments
From our partners
Sponsored
Credits
References and sources
Rama Chandra Malik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes