peoplepill id: radhu-mishra
Satirist from Odisha
Radhu Mishra
The basics
Quick Facts
Intro
Satirist from Odisha
Places
is
Work field
Gender
Male
Star sign
Age
72 years
The details (from wikipedia)
Biography
ରାଧୁ ମିଶ୍ର (୭ ମାର୍ଚ୍ଚ ୧୯୫୨), ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ସମାଲୋଚକ ଓ ଅନୁବାଦକ । ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟଙ୍ଗ କବି ସମ୍ମିଳନୀ ଏବଂ "ମହାକୁମ୍ଭ ହାସ୍ୟମେଳା" ଆଦି ମାଧ୍ୟମରେ ସେ ବ୍ୟଙ୍ଗସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଛନ୍ତି । ତାଙ୍କ ସମ୍ପାଦନାରେ ମାସିକ ପତ୍ରିକା ହରିବୋଲ ପ୍ରକାଶ ପାଉଥିଲା । ସେ ରାଉରକେଲା ଇସ୍ପାତ କାରଖାନାରୁ ସେବା ନିବୃତ ହୋଇସାରିଛନ୍ତି ।
ରଚନାବଳୀ
- ବାସ୍ ଆଉ ଗୋଟେ ମାସ୍
- ମଲାରେ ମଣିଷ
- ଜଙ୍ଗଲରେ ଇଣ୍ଟରନେଟ୍ (ରମେନ୍ଦ୍ର କୁମାରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୨୦୦୫ (ଦ ବୁକ ମେନ)
- ଶ୍ରୀଦେବୀର ଅଣ୍ଡା (ରମେନ୍ଦ୍ର କୁମାରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୨୦୦୫ (ଦ ବୁକ ମେନ)
- କପି ତୁ କାହୁଁ ଆଇଲୁରେ - ୨୦୧୩ (ପଶ୍ଚିମା ପବ୍ଲିକେଶନ୍ସ)
- ବଢ଼ିଲା ଝିଅଙ୍କ ବାପାମାନେ
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Radhu Mishra is in following lists
By work and/or country
comments so far.
Comments
Credits
References and sources
Radhu Mishra