peoplepill id: rabindranath-majhee
RM
1 views today
1 views this week
Rabindranath Majhee

Rabindranath Majhee

The basics

Quick Facts

Work field
Gender
Male
Age
72 years
Awards
Odisha Sahitya Akademi Award
(2013)
The details (from wikipedia)

Biography

ରବୀନ୍ଦ୍ରନାଥ ମାଝୀ (ଜନ୍ମ: ୨୨ ନଭେମ୍ବର ୧୯୫୨) ଜଣେ ଭାରତୀୟ ଓଡ଼ିଆ ଭାଷୀ ଶିଶୁ ସାହିତ୍ୟିକ । ସେ ୨୦୧୩ ମସିହାରେ ନୀଳ ଠେକୁଆ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟରେ ବିଜ୍ଞାନଭିତ୍ତିକ ଶିଶୁସାହିତ୍ୟ ପୁସ୍ତକ ପଢ଼ି ଶିଖ ଗଢ଼ି ଶିଖଗୀତରେ ଗୀତରେ ବିଜ୍ଞାନ (୨୦୧୬) ଏବଂ କୁନା ପାଇଁ କୁନୀ ପାଇଁ (୨୦୦୭) ଆଦି ଅନ୍ୟତମ ।

ରଚନାବଳୀ

  • ପଢ଼ି ଶିଖ ଗଢ଼ି ଶିଖ
  • କୁନା ପାଇଁ କୁନୀ ପାଇଁ (୨୦୦୭)
  • ନୀଳ ଠେକୁଆ
  • ଗୀତରେ ଗୀତରେ ବିଜ୍ଞାନ (୨୦୧୬)
  • ଡାଇନୋସରର ଡାଏରୀ

ସମ୍ମାନ ଓ ପୁରସ୍କାର

ରବୀନ୍ଦ୍ରନାଥ ମାଝୀ ତାଙ୍କର ନୀଳ ଠେକୁଆ ପୁସ୍ତକ ପାଇଁ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Rabindranath Majhee is in following lists
comments so far.
Comments
From our partners
Sponsored
Credits
References and sources
Rabindranath Majhee
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes