peoplepill id: purna-chandra-mrigan
PCM
India
1 views today
4 views this week
Purna Chandra Mrigan
Politician from Odisha, India

Purna Chandra Mrigan

The basics

Quick Facts

The details (from wikipedia)

Biography

ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ (୧୫ ଅଗଷ୍ଟ ୧୯୪୦ - ୧୩ ଫେବୃଆରୀ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ୧୯୪୦ ମସିହାର ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରତି ମ୍ରିଗାନ ଓ ପତ୍ନୀଙ୍କ ନାମ ସୁକୁମତି ମ୍ରିଗାନ ।

ରାଜନୈତିକ ଜୀବନ

ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ୨୦୦୦ ମସିହାର ଫେବୃଆରୀ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Purna Chandra Mrigan is in following lists
comments so far.
Comments
From our partners
Sponsored
Credits
References and sources
Purna Chandra Mrigan
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes