peoplepill id: prashant-kumar-mohanty
Indian Odia-language writer
Prashant Kumar Mohanty
The basics
Quick Facts
Intro
Indian Odia-language writer
Places
is
Work field
Gender
Male
Awards
Sahitya Akademi Translation Prize
(2012)
The details (from wikipedia)
Biography
ପ୍ରଶାନ୍ତ କୁମାର ମହାନ୍ତି ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ, ଅନୁବାଦ, ନାଟ୍ୟକାର ଓ ଶିକ୍ଷାବିତ୍ । ସେ ୧୨ଟି ଗୁଜରାଟି ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବା ସହିତ ଦୁଇଟି ଓଡ଼ିଆ ପୁସ୍ତକକୁ ମଧ୍ୟ ଗୁଜରାଟି ଭାଷାରେ ଅନୁବାଦ କରିଛନ୍ତି । ସେ ପଙ୍କଜ ବିଷ୍ଟଙ୍କର ହିନ୍ଦୀ ଉପନ୍ୟାସ 'ଉସ୍ ଚିଡ଼ିଆ କା ନାମ୍'କୁ ଓଡ଼ିଆରେ ଅନୁବାଦ କରି ୨୦୧୨ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।
ସେ ଶିଶୁ ସାହିତ୍ୟିକ ଭାରେ ଲେଖନୀ ଚାଳନା ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ହିଁ ଲେଖିବା ଆରମ୍ଭ ହୋଇଥିଲା ତାଙ୍କର । ପରବର୍ତ୍ତୀ ସମୟରେ ସେ ଗୁଜରାଟି ସାହିତ୍ୟରେ ଡିପ୍ଲୋମା କରିବା ପରେ ଅନୁବାଦ ଆରମ୍ଭ କରିଥିଲେ । ସେ କିଛି ନାଟକ ମଧ୍ୟ ରଚନା କରିଛନ୍ତି ।
ରଚନାବଳୀ
ଅନୁବାଦ
- ସେଇ ପକ୍ଷୀଟିର ନାଁ (ମୂଳ ହିନ୍ଦୀ - ଉସ୍ ଚିଡ଼ିଆ କାମ ନାମ୍) - ୨୦୧୨
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୨୦୧୨
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Prashant Kumar Mohanty is in following lists
In lists
By field of work
By work and/or country
comments so far.
Comments
Credits
References and sources
Prashant Kumar Mohanty