peoplepill id: prasanna-kumar-swain
Odia language writer from India
Prasanna Kumar Swain
The basics
Quick Facts
Intro
Odia language writer from India
Places
is
Work field
Gender
Male
Awards
Odisha Sahitya Akademi Award
(2016)
The details (from wikipedia)
Biography
ପ୍ରସନ୍ନ କୁମାର ସ୍ୱାଇଁ ଜଣେ ଓଡ଼ିଆ ଲେଖକ, ଯିଏକି ମୁଖ୍ୟତଃ ପ୍ରବନ୍ଧ ଓ ସମାଲୋଚନାରେ ନିଜର ଲେଖନୀ ଚାଳନା କରନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ତର୍କ ସମ୍ବନ୍ଧୀୟ ପ୍ରବନ୍ଧମାନ ରଚନା କରିଛନ୍ତି । ୨୦୧୬ ମସିହାରେ ତାଙ୍କୁ ତାଙ୍କର ପୁସ୍ତକ ଆଲୋଚନା ପ୍ରସଙ୍ଗ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ରଚନାବଳୀ
- ଆଲୋଚନା ପ୍ରସଙ୍ଗ (ପ୍ରବନ୍ଧ ଓ ସମାଲୋଚନା)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Prasanna Kumar Swain is in following lists
In lists
By field of work
By work and/or country
comments so far.
Comments
Credits
References and sources
Prasanna Kumar Swain