
peoplepill id: prafulla-mohanty
The basics
Quick Facts
Intro
Odia film director
Places
Work field
Gender
Male
Place of death
Bangalore
The details (from wikipedia)
Biography
ପ୍ରଫୁଲ୍ଲ ମହାନ୍ତି ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଥିଲେ । ତାଙ୍କ ନିର୍ଦ୍ଦେଶିତ ମାଗୁଣିର ଶଗଡ଼ ୨୦୦୨ ମସିହାରେ ଶ୍ରେଷ୍ଠ ଆଞ୍ଚଳିକ କଥାଚିତ୍ରର ମାନ୍ୟତା ଲାଭ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଅନ୍ୟ କଥାଚିତ୍ର ଗୁଡିକ ହେଲା: ଭଙ୍ଗା ସିଲଟ, ପାଉଁଜି, ଦେବକୀ ଓ ତଥାପି ।ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ନୂଆଦିଲ୍ଲୀ, ଏସିଆନ ଥିଏଟର ଇନଷ୍ଟିଚ୍ୟୁଟ, ନୂଆଦିଲ୍ଲୀ ଓ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେରୁ ନିର୍ଦ୍ଦେଶନା ତାଲିମ ନେଇଥିଲେ ।୨୦୧୩ ମସିହା ଫେବୃଆରୀ ୯ ତାରିଖ ଦିନ ବେଙ୍ଗାଳୁରୁଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
ଆଧାର
ଅଧିକ ତଥ୍ୟ
- ପ୍ରଫୁଲ୍ଲ ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Prafulla Mohanty is in following lists
By field of work
By work and/or country
comments so far.
Comments
Prafulla Mohanty