peoplepill id: pradeep-kumar-panda
Writer and Educationist from Odisha, Indai
Pradeep Kumar Panda
The basics
Quick Facts
Intro
Writer and Educationist from Odisha, Indai
Places
Work field
Gender
Male
Place of birth
Sambalpur district, Northern division, Odisha, India
Star sign
Age
69 years
The details (from wikipedia)
Biography
ପ୍ରଦୀପ କୁମାର ପଣ୍ଡା (ଜନ୍ମ : ୧୪ ସେପ୍ଟେମ୍ବର ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ । ସେ ଓଡ଼ିଆ କବିତା, ଅନୁବାଦ ଓ ପ୍ରବନ୍ଧ ଆଦି ରଚନା କରିଛନ୍ତି ।
ଜୀବନୀ
ପ୍ରଦୀପ ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ସାହିତ୍ୟରେ ଡକ୍ଟରେଟ କରିଛନ୍ତି । ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି । ଅବସର ପରେ ସେହି ବିଶ୍ୱବିଦ୍ୟାଳୟର 'ଭୀମଭୋଈ ଚେୟାର'ର ଭାରପ୍ରାପ୍ତ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି ।
ସାହିତ୍ୟ ସର୍ଜନା
ପ୍ରଦୀପଙ୍କର ପ୍ରଥମ କବିତା ୧୯୭୪ ମସିହାରେ ଆସନ୍ତା କାଲି ପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ କାକପଦ ୨୦୦୪ ମସିହାରେ ପ୍ରକାଶିତ ହୋଇଥିଲା
ରଚନାବଳୀ
- କାକପଦ - ୨୦୦୪
- ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା
- ଯଦି ଯିବାକୁ ଚାହଁ ନିହାରିକା
- ଅନନ୍ତିମ ଆରଦୃଶ୍ୟ
- ତୁଳି
- ଅଫେରା
- ଯାହା ମୁଁ ଚାହୁଁ ନଥିବି
- ନିର୍ବାଚିତ ୫୦ (ତାଙ୍କଦ୍ୱାରା ନିର୍ବାଚିତ ୫୦ଟି ଓଡ଼ିଆ କବିତାର ବଙ୍ଗଳା ଅନୁବାଦ)
- ଅନ୍ଧାରରେ (ହିନ୍ଦୀ କବି ଗଜାନନ୍ଦ ମାଦବ ମୁକ୍ତିବୋଧଙ୍କ ହିନ୍ଦୀ କବିତାର ଓଡ଼ିଆ ଅନୁବାଦ)
- ଅନ୍ଧାରୀ ଚିନ୍ତାରୁ ଧରିତ୍ରୀ ଚିନ୍ତା
- ପୂର୍ଣ୍ଣାନନ୍ଦ ଦାନୀଙ୍କ ନିର୍ବାଚିତ ଗଳ୍ପ
ସମ୍ମାନ ଓ ପୁରସ୍କାର
- ଅଖିଳ ମୋହନ କବିତା ସମ୍ମାନ - ୨୦୨୧
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Pradeep Kumar Panda is in following lists
In lists
By field of work
comments so far.
Comments
Credits
References and sources
Pradeep Kumar Panda