peoplepill id: pabitra-mohan-pradhan
PMP
India
1 views today
1 views this week
Pabitra Mohan Pradhan
Politician from Odisha, India

Pabitra Mohan Pradhan

The basics

Quick Facts

Intro
Politician from Odisha, India
Places
Work field
Gender
Male
Age
80 years
Positions
Member of the Fourth Odisha Legislative Assembly
(8 March 1967-5 January 1971)
Member of the Third Odisha Legislative Assembly
(1961-1967)
Member of the Second Odisha Legislative Assembly
(1957-1961)
Member of the First Odisha Legislative Assembly
(1952-1957)
Member of the Second Pre-Ind. Odisha Legislative Assembly
(1946-1952)
Member of the Fourth Odisha Legislative Assembly
(1967-1967)
Member of the Third Odisha Legislative Assembly
(1961-1961)
The details (from wikipedia)

Biography

ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮ - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ପବିତ୍ର ମୋହନ ପ୍ରଧାନ ୧୯୦୮ ମସିହାର ଫେବୃଆରୀ ମାସ ୮ ତାରିଖରେ ତାଳଚେର ଅନ୍ତର୍ଗତ ପୋଇପାଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଭରତ ପ୍ରଧାନ । ଶୈଶବରୁ ହିଁ ସେ ବାପାଙ୍କୁ ହରେଇଥିଲେ । ପବିତ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।

ରାଜନୈତିକ ଜୀବନ

ସ୍ୱାଧୀନତା ପୂର୍ବରୁ ପବିତ୍ର ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏଥିପାଇଁ ତାଙ୍କୁ ରାଜଦ୍ରୋହ ଅଭିଯୋଗ ଓ କାରାବରଣ କରିବାକୁ ପଡିଥିଲା । ସ୍ୱାଧିନତା ପରେ ସେ ଗଡ଼ଜାତ ଆନ୍ଦୋଳନରେ ଯୋଗଦେଇଥିଲେ । ଗଡ଼ଜାତ ମିଶ୍ରଣ ପରେ ସେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ । ୧୯୪୬ ମସିହାରେ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ଓ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ସ୍ୱାଧୀନତା ପରର ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଭାରତୀୟ ଲୋକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୪୬୧୯୫୨ସଭ୍ୟ, ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭାଆଠଗଡ଼ନିର୍ଦ୍ଦଳୀୟ
୧୯୫୨୧୯୫୭ସଭ୍ୟ, ୧ମ ଓଡ଼ିଶା ବିଧାନ ସଭାତାଳଚେରଭାରତୀୟ ଜାତୀୟ କଂଗ୍ରେସ
୧୯୫୭୧୯୬୧ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭାତାଳଚେରଭାରତୀୟ ଜାତୀୟ କଂଗ୍ରେସ
୧୯୬୧୧୯୬୭ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭାପାଲଲହଡ଼ାଜନ କଂଗ୍ରେସ
୧୯୬୧୧୯୬୧ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା (ଇସ୍ତଫା)ତାଳଚେରଭାରତୀୟ ଜାତୀୟ କଂଗ୍ରେସ
୧୯୬୭୧୯୭୧ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭାପାଲଲହଡ଼ାଜନ କଂଗ୍ରେସ
୧୯୭୧୧୯୭୧ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା (ଇସ୍ତଫା)ଆଠଗଡ଼ଜନ କଂଗ୍ରେସ

ମୃତ୍ୟୁ

ପବିତ୍ର ୧୯୮୮ ମସିହାର ସେପ୍ଟେମ୍ବର ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Pabitra Mohan Pradhan is in following lists
comments so far.
Comments
From our partners
Sponsored
Credits
References and sources
Pabitra Mohan Pradhan
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes