peoplepill id: naru-mohanty
NM
India
1 views today
1 views this week
Naru Mohanty
Indian novelist

Naru Mohanty

The basics

Quick Facts

Intro
Indian novelist
Places
Work field
Gender
Male
Age
81 years
The details (from wikipedia)

Biography

ନାରୁ ମହାନ୍ତି (ଜନ୍ମ : ୧୮ ଜୁଲାଇ ୧୯୪୩), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ସେ ୧୯୯୯ ମସିହାରେ ଉପନ୍ୟାସ "ପୂର୍ବାପର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ମହାନ୍ତି, ୧୯୪୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ବାଲିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ସରକାରୀ ଚାକିରି କରି ସେବାନିବୃତ ହୋଇସାରିଛନ୍ତି ।

ରଚନାବଳୀ

  • ପୂର୍ବାପର
  • ଅନ୍ୟ ଗତି ନାହିଁ
  • ବିଘ୍ନିତ ଆରୋହଣ
  • ଗୋଟିଏ ଦୁଃଖର ଅନ୍ୟ ସହଯୋଗୀ ଭୂମିକା
  • ଗୃହଚକ୍ର ଅଙ୍ଗାରର ଆତ୍ମଲିପି
  • ଯେ ଯାହାର ପରିଧିରେ ଅଥବା ନଗେନ୍
  • ଓଭରବ୍ରିଜ
  • ପଙ୍ଗୁର ଆତ୍ମକଥା
  • ଦଳେଇ ଆଇଲେ ମୂଳରୁ - ୨୦୦୭(କଟକ ଷ୍ଟୁଡେଣ୍ଟସ ଷ୍ଟୋର)
  • ବାଟ ପାଉ ନଥିବା ଜଣେ ପ୍ରୋଢ଼ର ଦୁର୍ଦଶା
  • ଶୋଧ ଡମ୍ବରୁ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୯ (ପୂର୍ବାପର)
  • ବିଜୟ କୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ - ୨୦୧୬

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Naru Mohanty is in following lists
comments so far.
Comments
From our partners
Sponsored
Credits
References and sources
Naru Mohanty
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes