peoplepill id: narayan-sahu-1
NS
India
1 views today
1 views this week
Narayan Sahu
Politician from Pallahara, Odisha, India

Narayan Sahu

The basics

Quick Facts

Intro
Politician from Pallahara, Odisha, India
Places
Work field
Gender
Male
Age
86 years
The details (from wikipedia)

Biography

ନାରାୟଣ ସାହୁ (ଜନ୍ମ: ୩୧ ମାର୍ଚ୍ଚ ୧୯୩୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଓ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ସେ ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ନାରାୟଣ ସାହୁ ୧୯୩୮ ମସିହାର ମାର୍ଚ୍ଚ ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରଶେଖର ସାହୁ ଓ ପତ୍ନୀଙ୍କ ନାମ ଗୀତାଞ୍ଜଳି ସାହୁ ।

ରାଜନୈତିକ ଜୀବନ

ନାରାୟଣ ସାହୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୭୧୧୯୭୩ସଭ୍ୟ, ୫ମ ଓଡ଼ିଶା ବିଧାନ ସଭାପାଲଲହଡ଼ାକଂଗ୍ରେସ (ଆର୍)
୧୯୭୪୧୯୭୭ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭାପାଲଲହଡ଼ାଭାରତୀୟ ଜାତୀୟ କଂଗ୍ରେସ
୧୯୮୦୧୯୮୫ସଭ୍ୟ, ୭ମ ଲୋକ ସଭାଦେବଗଡ଼କଂଗ୍ରେସ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Narayan Sahu is in following lists
comments so far.
Comments
From our partners
Sponsored
Credits
References and sources
Narayan Sahu
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes