peoplepill id: narasingha-sen
NS
India
1 views today
1 views this week
Narasingha Sen
Indian Odia-language writer

Narasingha Sen

The basics

Quick Facts

Intro
Indian Odia-language writer
Places
Work field
Gender
Male
The details (from wikipedia)

Biography

ନରସିଂହ ସେଣ ଷୋଡଶ ଶତାବ୍ଦୀର ଅନ୍ୟତମ କବି | ପରିମଳ କାବ୍ୟ ତାଙ୍କର ଶ୍ରେଷ୍ଠ କୃତି | ଏହା ବ୍ୟତୀତ ସେ ଢେଗ ମାଳିକ ନାମରେ ଏକ କ୍ଷୁଦ୍ର ମାଳିକା ରଚନା କରିଥିବାର ଜଣାଯାଏ । ନରସିଂହ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜସଭାର ପଣ୍ଡିତ ଥିଲେ । ତାଙ୍କ ପିତାଙ୍କ ନାମ ତପନ ସେଣ ଏବଂ ପିତାମହ ଉମାପତି | ନରସିଂହଙ୍କ ପୁତ୍ର ବିଶ୍ୱନାଥ ପଥ୍ୟାପଥ୍ୟବିନିଶ୍ଚୟ ନାମକ ଏକ ଆୟୁର୍ବେଦ ଗ୍ରନ୍ଥ ସଂସ୍କୃତରେ ଲେଖିଥିଲେ |

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Narasingha Sen is in following lists
comments so far.
Comments
From our partners
Sponsored
Narasingha Sen
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes