peoplepill id: nanada-kishore-samal
NKS
India
1 views today
1 views this week
Nanada Kishore Samal
Odia writer

Nanada Kishore Samal

The basics

Quick Facts

Intro
Odia writer
Places
Work field
Gender
Male
Religion(s):
Age
99 years
Awards
Odisha Sahitya Akademi Award
(1992)
The details (from wikipedia)

Biography

ନନ୍ଦକିଶୋର ସାମଲ (ଜନ୍ମ: ୧୨ ଜୁନ ୧୯୨୫ - ୧୯ ମେ ୨୦୦୩), ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ଗୀତିକବିତା, ନାଟକ ଓ ଶିଶୁସାହିତ୍ୟ ଲେଖୁଥିଲେ । ତାଙ୍କ ରଚିତ ଶିଶୁସାହିତ୍ୟ ମୋତେ ଯେତେବେଳେ ଦଶବରଷ ପାଇଁ, ସେ ୧୯୯୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ଜୀବନୀ

ନନ୍ଦକିଶୋର, ୧୯୨୫ ମସିହାରେ କଟକ ଜିଲ୍ଲାର କୁସୁପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହରେକୃଷ୍ଣ ସାମଲ ଓ ମାତାଙ୍କ ନାମ ପଦ୍ମାବତୀ ସାମଲ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।

ରଚନାବଳୀ

ପ୍ରକାଶିତ ଶିଶୁ କବିତାବଳୀ:

  • ଗୁଣ୍ଡୁଚିମୂଷାର ପିଠିରେ ଗାର (୧୯୬୪)
  • ସରଗଫୁଲ (୧୯୭୯)
  • ମୁଁ କହିବି କଥାଟିଏ ତୁ କହିବୁ ହୁଁ (୧୯୮୫)
  • ମତେ ଯେତେବେଳେ ଦଶ ବରଷ (୧୯୯୦)
  • ଆମେ ଏ ମାଟିର ସୁନାଫରୁଆ (୧୯୯୧)
  • ସିଏ ମୁଁ ତୁମେ (୧୯୯୨)
  • ଆମ ଲାଗି ଯିଏ ଶହୀଦ ହେଲେ (୧୯୯୨)
  • ହସି ହସାଇବା ଧରା (୧୯୯୩)
  • ଅଜା ପଚାରିଲେ ଆଈକି (୨୦୦୩)

ଅନ୍ୟାନ୍ୟ:

  • ପଲ୍ଲୀକବି (ରୂପକ) ୧୯୭୬
  • ମର୍ତ୍ତ୍ୟମଣ୍ଡଳେ ଦେହ ବହି (ରେଡ଼ିଓ ନାଟକ) ୧୯୮୭
  • ଶଗଡ଼ିଆ କଥା (ଶିଶୁ ଗପ) ୨୦୦୨
  • ନନ୍ଦ କିଶୋର ସାମଲ ରଚନାବଳୀ, ଭାଗ ୧ (୨୦୦୭)

ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨ (ମତେ ଯେତେବେଳେ ଦଶ ବରଷ)
  • ଗୋକର୍ଣ୍ଣିକା ସମ୍ମାନ
  • ଝୁମୁକା ପୁରସ୍କାର

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Nanada Kishore Samal is in following lists
comments so far.
Comments
From our partners
Sponsored
Credits
References and sources
Nanada Kishore Samal
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes