peoplepill id: naba-kishore-mishra
Odissi dancer and Guru
Naba Kishore Mishra
The basics
Quick Facts
Intro
Odissi dancer and Guru
A.K.A.
Nabakishore Mishra
Places
is
Work field
Gender
Male
Place of birth
Bhubaneswar, Khordha district, Central division, India
Star sign
Age
65 years
The details (from wikipedia)
Biography
ନବକିଶୋର ମିଶ୍ର, ଜଣେ ଜଣାଶୁଣା ଓଡ଼ିଶୀ ଓ ସମ୍ବଲପୁରୀ ନର୍ତ୍ତକ ଏବଂ ନୃତ୍ୟଗୁରୁ । ସେ ଗୀତରଚନା, ନୃତ୍ୟ ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରନ୍ତି । ବର୍ତ୍ତମାନ,ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତିଏବଂ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ନିମନ୍ତେ ଚେଷ୍ଟିତ ରହିଛନ୍ତି ।
ନବକିଶୋର ମିଶ୍ର, ୧୯୬୦ ମସିହା ଜାନୁଆରୀ ୧ ତାରିଖ ଦିନ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଅନନ୍ତ ମିଶ୍ର ଓ ମାତାଙ୍କ ନାମ ଦୁର୍ଗାମଣି ଅଟେ । ସ୍କୁଲରେ ପଢିବାଦିନରୁ ସେ ନୃତ୍ୟ, ସଙ୍ଗୀତ ଓ ଅଭିନୟଆଦି କଳା ପ୍ରତି ଆକର୍ଷିତ ହୋଇଥିଲେ । ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲରେ ପଢୁଥିବା ସମୟରେ, ସେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସ୍କୁଲ ଶିକ୍ଷା ପରେ, ସେ ସମ୍ବଲପୁରରେ କଲେଜ ଶିକ୍ଷାଗ୍ରହଣ କରୁଥିବା ସମୟରେ, ରସରକଲି, ଡାଲଖାଇ ଓ ମାଇଲାଜଳ ଆଦି ସମ୍ବଲପୁରୀ ନୃତ୍ୟ ଶିକ୍ଷାକରିଥିଲେ ।
ଆଧାର
- ↑ http://www.thehindu.com/todays-paper/tp-features/tp-fridayreview/a-welcome-fest-for-cuttack/article4124730.ece
- ↑ http://odisha.360.batoi.com/gab_gallery/odishi-dancer-nabakishore-mishra-performing-at-the-last-day-of-guru-gangadhara-pradhan-memorial-award-festival-rabindra-mandap-bhubaneswar/
- ↑ http://orissatourism.gov.in/new/ekam_festival1.htm
- ↑ http://www.thehindu.com/todays-paper/tp-features/tp-fridayreview/odisha-vignettes/article4582651.ece
- ↑ http://odishan.com/1924
- ↑ http://www.uuc.ac.in/Viewtstaffs.aspx
- ↑ Naba Kishore Mishra; Sadhu Goureswar College. Department of Sanskrit; Bijoy Kumar Mohapatra (2008). Impact of Gītagovinda on Art and Culture: Papers Presented in the UGC Sponsored State-level Seminar. Department of Sanskrit, Sadhu Goureswar College.
- ↑ ଧରିତ୍ରୀ ୦୩/୦୭/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ ଧରିତ୍ରୀ ଆଳାପ
ବାହାର ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Naba Kishore Mishra is in following lists
By field of work
By work and/or country
comments so far.
Comments
Credits
References and sources
Naba Kishore Mishra