peoplepill id: manas-ranjan-samal
Children's literature writer from Odisha, India
Manas Ranjan Samal
The basics
Quick Facts
Intro
Children's literature writer from Odisha, India
Places
Work field
Gender
Male
Star sign
Age
68 years
Awards
Odisha Sahitya Akademi Award
(2008)
Sahitya Akademi Bal Sahitya Puraskar
Rajadhani Book Fair Award
(2000)
The details (from wikipedia)
Biography
ମାନସ ରଞ୍ଜନ ସାମଲ (ଜନ୍ମ: ୧୦ ମାର୍ଚ୍ଚ ୧୯୫୬) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ତାଙ୍କ ଗଳ୍ପ ସଂକଳନ ଗପ କଳିକା ନିମନ୍ତେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସେ ଝୁମୁକା ନାମକ ଏକ ଶିଶୁ ପତ୍ରିକା ୪୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସମ୍ପାଦନା କରୁଛନ୍ତି । ସାହିତ୍ୟ ସର୍ଜନା ନିମନ୍ତେ ତାଙ୍କୁ ୪୦ରୁ ଅଧିକ ପୁରସ୍କାର ମିଳିସାରିଛି ।
ରଚନାବଳୀ
କବିତା
- ଝୁନମୁନ
- ଚକାଚକା ଭଉଁରୀ
- ସରସ ଗୀତ
- ମହତ ସହିବା ଜନ
- ମନଛୁଆଁ ଗୀତ
ଗଳ୍ପ
- ଝୁମୁରୁ ଝାଇଁ
- କୁନିର କାହାଣୀମାଳା
- କଥାଟିଏ ନା ନଥାଟିଏ
- ମାଆ ପରି ଆଉ କିଏ
- ଅନାବନା ଗପ
- ବଢ଼େଇର ପୋଲ
- ଗପ କଳିକା
ଇଂରାଜୀ ଭାଷାରେ ଗପ
- ଫାଇବ୍ ଫେବୁଲସ
- ଟେଲ ଫର ଟିନ
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୨୪
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮
- ଭାରତ ସରକାରଙ୍କ ଜାତୀୟ ପୁରସ୍କାର
- ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର
- ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର
- ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର, ୨୦୧୮
- ମୀନାବଜାର ଗପ ପୁରସ୍କାର
- କାଦମ୍ବିନୀ ଶିଶୁ ସାହିତ୍ୟ ପୁରସ୍କାର
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Manas Ranjan Samal is in following lists
In lists
By work and/or country
comments so far.
Comments
Credits
References and sources
Manas Ranjan Samal