peoplepill id: laxmi-narayana-mohanty
Indian Odia-language writer
Laxmi Narayana Mohanty
The basics
Quick Facts
The details (from wikipedia)
Biography
ଲକ୍ଷ୍ମୀ ନାରାୟଣ ମହାନ୍ତି ଜଣେ ଓଡ଼ିଆ ସାହିତ୍ୟିକ । ସେ ଅନ୍ୟଭାଷାରୁ ଓଡ଼ିଆ ଭାଷାକୁ ଅନେକ ପୁସ୍ତକ ଅନୁବାଦ କରିଛନ୍ତି । ବିଭୂତି ଭୁଷଣ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସ ବନଚାରୀକୁ ଓଡ଼ିଆରେ ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।
ରଚନାବଳୀ
ଅନୁବାଦ
- କାଦମ୍ବରୀ - ୧୯୭୧ (ଜେ ମହାପାତ୍ର, କଟକ)
- ଇଂଲଣ୍ଡର ଶ୍ରେଷ୍ଠଗଳ୍ପ - ୧୯୬୭ (ଓଡ଼ିଶା ବୁକ ଷ୍ଟୋର, କଟକ)
- ବାତୋୟାଲା - ୧୯୫୫ (ପ୍ରଫୁଲ୍ଲ ଚନ୍ଦ୍ର ଦାସ, କଟକ)
- ମାଁ ଓ ପୁଅ - ୧୯୫୪ (ପ୍ରଫୁଲ୍ଲ ଚନ୍ଦ୍ର ଦାସ, କଟକ)
- ନଗ୍ନସତ୍ୟ - ୧୯୫୭ (ପ୍ରଫୁଲ୍ଲ ଚନ୍ଦ୍ର ଦାସ, କଟକ)
- ମୁଁ ନୁହଁ ସେହି ଜହ୍ନ - ୨୦୧୧ (ସୁମିତ୍ରା ଦାସ, ଭୁବନେଶ୍ୱର)
- ସୂର୍ଯ୍ୟାସ୍ତ - ୧୯୭୨ (ଜେ ମହାପାତ୍ର, କଟକ)
- ଜେମସ ବଣ୍ଡ ଓ ନୀଳ ନୟନା - ୧୯୭୩ (ସାଥୀ ପ୍ରକାଶନ, କଟକ)
- ଶିକାର କାହାଣୀ - ୧୯୯୮ (ବହିଘର, ବାଲେଶ୍ୱର)
- ସିଦ୍ଧାର୍ଥ - ୧୯୭୨ (ଜେ ମହାପାତ୍ର, କଟକ)
- ଯେତେ ମତ ସେତେ ପଥ - ୧୯୯୮ (ବହିଘର, ବାଲେଶ୍ୱର)
- ମଣିମହେଶ - ୨୦୦୨ (ସାହିତ୍ୟ ଏକାଡ଼େମୀ, ନୂଆଦିଲ୍ଲୀ)
- ଗୋରା - ୧୯୯୬
- ବନଚାରୀ
- ନୈବେଦ୍ୟ
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୧୯୯୦
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Laxmi Narayana Mohanty is in following lists
In lists
By field of work
By work and/or country
comments so far.
Comments
Credits
References and sources
Laxmi Narayana Mohanty