peoplepill id: karunakar-pradhan
KP
India
1 views today
1 views this week
Karunakar Pradhan
Politician from Odisha, India

Karunakar Pradhan

The basics

Quick Facts

Intro
Politician from Odisha, India
Places
Work field
Gender
Male
Age
103 years
The details (from wikipedia)

Biography

କରୁଣାକର ପ୍ରଧାନ (ଜନ୍ମ: ୧୫ ଜାନୁଆରୀ ୧୯୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ଉପ-ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

କରୁଣାକର ପ୍ରଧାନ ୧୯୨୧ ମସିହାର ଜାନୁଆରୀ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଚ୍ୟୁତାନନ୍ଦ ପ୍ରଧାନ ଓ ପତ୍ନୀଙ୍କ ନାମ ସତ୍ୟଭାମା ପ୍ରଧାନ ।

ରାଜନୈତିକ ଜୀବନ

କରୁଣାକର ପ୍ରଧାନ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Menu Karunakar Pradhan

Basics

Introduction

ଜନ୍ମ, ପରିବାର ଓ ଶିକ୍ଷା

ରାଜନୈତିକ ଜୀବନ

ଆଧାର

Lists

Also Viewed

Lists
Karunakar Pradhan is in following lists
comments so far.
Comments
From our partners
Sponsored
Credits
References and sources
Karunakar Pradhan
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes