peoplepill id: kartikeswar-patra
KP
India
1 views today
1 views this week
Kartikeswar Patra
Politician from Odisha, India

Kartikeswar Patra

The basics

Quick Facts

Intro
Politician from Odisha, India
Places
Gender
Male
Birth
Age
84 years
The details (from wikipedia)

Biography

କାର୍ତ୍ତିକେଶ୍ୱର ପାତ୍ର (ଜନ୍ମ: ୫ ମଇ ୧୯୪୧) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଔପନ୍ୟାସିକ । ସେ ୧୦ମ ଓ ୧୧ଶ ଲୋକ ସଭାରେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ୧୯୭୧, ୧୯୭୭ ଓ ୧୯୮୦ ମସିହାରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

କାର୍ତ୍ତିକେଶ୍ୱର ପାତ୍ର ୫ ମଇ ୧୯୪୧ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହେଉଛନ୍ତି ଭଗବାନ ଚନ୍ଦ୍ର ପାତ୍ର । ସେ ଉମାରାଣୀ ପାତ୍ରଙ୍କୁ ବିବାହ କରିଥିଲେ । ଶ୍ରୀ ପାତ୍ର ଓଡ଼ିଶାରେ ସ୍ନତକୋତ୍ତର କରିବାପରେ ଡକ୍ଟରେଟ କରିଥିଲେ ।

ରାଜନୈତିକ ଜୀବନ

କାର୍ତ୍ତିକେଶ୍ୱର ୧୯୬୭ ମସିହାରେ ଭୋଗରାଇ ପଞ୍ଚାୟତ ସମିତିର ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୭୧ ମସିହାରେ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ପୁଣିଥରେ ୧୯୭୪ ମସିହରେ ୨ୟଥର ପାଇଁ ଏବଂ ୧୯୮୦ ମସିହାରେ ୩ୟ ଥର ପାଇଁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୧ ମସିହାରେ କାର୍ତ୍ତିକେଶ୍ୱର ୧୦ମ ଲୋକ ସଭାକୁ କଂଗ୍ରେସ ଦଳର ପ୍ରତିନିଧି ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରସ ଦଳ ଛାଡ଼ିଥିଲେ, ମାତ୍ର ପୁଣି ସେ ପ୍ରତ୍ୟାବର୍ତ୍ତନ କରିଥିଲେ ।

ସାହିତ୍ୟ ରଚନା

କାର୍ତ୍ତିକେଶ୍ୱର ପାତ୍ର ଜଣେ ସାହିତ୍ୟକ ଭାବରେ ବିଭିନ୍ନ ଓଡ଼ିଆ ଉପନ୍ୟାସ, ନାଟକ ଓ ଗଳ୍ପ ରଚନା କରିଥିଲେ ।

ଉପନ୍ୟାସ

  • ଉସ୍ତାଦ
  • ସୁବର୍ଣ୍ଣ ସାମୁକା
  • ଦଳିତ ଦୁର୍ବ
  • ନର୍କରଣମ୍
  • ଅମରାବତୀ

ଗଳ୍ପ

  • ଆକାଶର ଆଖି
  • ଶତାବ୍ଦୀର ଶୀକାର
  • ମମତାର ମୋତି
  • ଭମିକ ବାହୁଡ଼ା

ନାଟକ

  • ସିପାହୀ ବିଷତୃଷ୍ଣା
  • କରୁବାକି ଇତିହାସର ଛାଇ
  • କଳିଙ୍ଗ କନ୍ୟା
  • କଳିଙ୍ଗ ସମ୍ରାଟ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Kartikeswar Patra is in following lists
comments so far.
Comments
From our partners
Sponsored
Credits
References and sources
Kartikeswar Patra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes