peoplepill id: kanak-manjari-mohapatra
KMM
India
1 views today
1 views this week
Kanak Manjari Mohapatra
Odia writer

Kanak Manjari Mohapatra

The basics

Quick Facts

Intro
Odia writer
Places
Work field
Gender
Female
Awards
Odisha Sahitya Akademi Award
(1959)
The details (from wikipedia)

Biography

କନକ ମଞ୍ଜରୀ ମହାପାତ୍ର ଓଡ଼ିଆ ଭାଷାର ଜଣେ ଶିଶୁ ସାହିତ୍ୟିକା ଥିଲେ । ତାଙ୍କର ଲେଖନୀ କାଳ ଥିଲା ବିଂଶ ଶତାବ୍ଦୀ ମଧ୍ୟ ଭାଗ ।

ଗାଉଁଲି ଗୀତ ସଂଗ୍ରାହିକା

କେବଳ ଶିଶୁ ସାହିତ୍ୟିକା ରୂପେ ନୁହଁ, ଓଡ଼ିଆ ଗାଉଁଲି ଗୀତର ସଂଗ୍ରାହିକା ଭାବରେ ସେ ସୁପରିଚିତା ଥିଲେ । ସ୍ୱାମୀ ଚକ୍ରଧର ମହାପାତ୍ରଙ୍କ ସହ ଗାଉଁଲି ଗୀତ ସଂଗ୍ରହ କରିବାରେ ତାଙ୍କ ଜୀବନର ଅନେକ ଦିନ ବିତି ଯାଇଥିଲା ।

ଗଳ୍ପ ପୁସ୍ତକ

ସ୍ୱର୍ଗତା କନକ ମଞ୍ଜରୀ ମହାପାତ୍ର ଦୁଇଟି ଗଲ୍ପ ପୁସ୍ତକ ଲେଖି ଯାଇଛନ୍ତି । ସେଗୁଡିକ ହେଲା:

  • କଳି‌ଙ୍ଗ କାହାଣୀ
  • ଉତ୍କଳ କାହାଣୀ

ପୁସ୍ତକ ଦୁଇଟି ୧୯୫୭ରେ ପ୍ରଥମେ ପ୍ରକାଶିତ ହୋଇଥିଲା । କଳି‌ଙ୍ଗ କାହାଣୀ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର [[୧]] ୧୯୫୬-୫୮ରେ ପାଇଥିଲେ ।

ତାଙ୍କର ଏହି ଗଳ୍ପ ଗୁଡିକ କଳି‌ଙ୍ଗର ସାଧବ କ‍ନ୍ୟା , ରାଜକୁମାରୀ ମାନଙ୍କ ଉପରେ ଲିଖିତ ଥିଲା ଓ ସେମାନଙ୍କୁ ସାହାସିନୀ ଓ ବୀରାରମଣୀ ଭାବରେ ପରିଚିତ କରାଏ । ଏ କାହାଣୀ ଗୁଡିକ ମଧ୍ୟ ଓଡ଼ିଶାରଅତୀତର ଐତିହ୍ୟ, ନୌବାଣିଜ୍ୟ, ରାଜନୀତି, ଲୋକଜୀବନ ଓ ଲୋକସଂସ୍କୃତିର ଚିତ୍ର ଉପସ୍ଥାପନା କରଂତି ।

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୯(କଳି‌ଙ୍ଗ କାହାଣୀ ପାଇଁ)

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Kanak Manjari Mohapatra is in following lists
comments so far.
Comments
From our partners
Sponsored
Credits
References and sources
Kanak Manjari Mohapatra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes