peoplepill id: jogesh-chandra-singh-deo
Politician from Odisha, India
Jogesh Chandra Singh Deo
The basics
Quick Facts
Intro
Politician from Odisha, India
Places
Work field
Gender
Male
Politics:
The details (from wikipedia)
Biography
ଯୋଗେଶ ଚନ୍ଦ୍ର ସିଂହ ଦେଓ (ମୃତ୍ୟୁ: ୨୮ ଡିସେମ୍ବର ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଯୋଗେଶ ଚନ୍ଦ୍ର ସିଂହ ଦେଓଙ୍କ ବାପାଙ୍କ ନାମ ଦୁର୍ଗା ମାଧବ ସିଂହ ଦେଓ ଓ ପତ୍ନୀଙ୍କ ନାମ ଅବନ୍ତିକା ଦେବୀ ।
ରାଜନୈତିକ ଜୀବନ
ଯୋଗେଶ ଚନ୍ଦ୍ର ସିଂହ ଦେଓ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଯୋଗେଶ ୧୯୯୨ ମସିହାର ଡିସେମ୍ବର ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Jogesh Chandra Singh Deo is in following lists
By field of work
By work and/or country
comments so far.
Comments
Credits
References and sources
Jogesh Chandra Singh Deo