peoplepill id: jagannath-mohanty
Author from Odisha, India
Jagannath Mohanty
The basics
Quick Facts
Intro
Author from Odisha, India
Places
Work field
Gender
Male
Place of birth
Gop, Odisha, Puri district, Central division, India
Star sign
Age
74 years
Education
Ravenshaw College
Awards
Odisha Sahitya Akademi Award
(1986)
The details (from wikipedia)
Biography
ପ୍ରଫେସର ଡ. ଜଗନ୍ନାଥ ମହାନ୍ତି (୭ ଜାନୁଆରୀ ୧୯୩୭ - ୧୨ ମାର୍ଚ୍ଚ ୨୦୧୧) ଜଣେ ଶିକ୍ଷାବିତ ତଥା ଓଡ଼ିଆ ଶିଶୁ ସାହିତ୍ୟିକ ଓ ଔପନ୍ୟାସିକ ।
ଅଳ୍ପରେ
ଜଗନ୍ନାଥ ମହାନ୍ତି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଜଙ୍ଗଲବରୀ ଗ୍ରାମରେ ୧୯୩୭ ମସିହା ଜାନୁଆରୀ ୭ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟ, କେନ୍ଦ୍ରୀୟ ଇଂରାଜୀ ଶିକ୍ଷା ପ୍ରତିଷ୍ଠାନ ଓ ଇଂଲଣ୍ଡର ଲର୍ଡ୍ସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟରେ ଅଧ୍ୟାପନା କରିଥିଲେ । ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥାଇ ସରକାରୀ ସେବାରୁ ଅବସର ଗ୍ରହଣ କରିଥିଲେ ।
ସାହିତ୍ୟ ସର୍ଜନା
ଜଗନ୍ନାଥ ମହାନ୍ତି ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ୩୦୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି, ତେବେ ମଧୁବାବୁଙ୍କ ପିଲାଦିନର ଏକ ଛୋଟ ଘଟଣା ଉପରେ ଲିଖିତ ‘ତୁମପରି ଛୋଟ ପିଲାଟିଏ’ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଛି ।
- ଅନ୍ଧାର ଓ ଆଲୁଅର କାହାଣୀ
- ଆମରି ଜାତିର ଆଗୁଆ ନେତା
- ଆମରି ମାଟିର ଅମର ଶହୀଦ
- ଓଡ଼ିଶା ଶିଶୁସାହିତ୍ୟ ସମୀକ୍ଷା
- ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ
- କାଉଁରୀ କାମଚଣ୍ଡୀର ଦେଶେ
- କାଦୁଅର କୁମ୍ଭ
- କୃତ୍ରିମ ଉପଗ୍ରହର ଜୟଯାତ୍ରା
- ଜୀବନ ଗୀତି
- ତ୍ରିପୁର କଥା
- ଦୂର ଦିଗନ୍ତ
- ନବ ଦିଗନ୍ତ
- ଭାରତ ଭ୍ରମଣ
- ମାଟିର ଚାଷୀ ଜାତିର ପଦ୍ମଶ୍ରୀ
- ମୋ ଜୀବନ କଥା
- ଯେତେ ସଳଖ କଲେ ବି କୁକୁର ଲାଙ୍ଗୁଡ଼ ବଙ୍କା
- ଶିଶୁ ପୁତ୍ରକ
- ସୁଖ ଦୁଃଖର ସାଥି
- ସତରେ ସେ ଥିଲେ ସାହାସୀ
- ସବୁଜ ଲୁଚକାଳି
- ସୂର୍ଯ୍ୟ ସ୍ନାତ
ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨ଥର)
- ୧୯୮୬: ଦୂର ଦିଗନ୍ତ
- ୧୯୬୮: ଆଲୁଅର କୁହୁକ ଓ ଶବ୍ଦର ଲୁଚକାଳି
ଆଧାର
ଅଧିକ ତଥ୍ୟ
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Jagannath Mohanty is in following lists
In lists
By field of work
comments so far.
Comments
Credits
References and sources
Jagannath Mohanty