peoplepill id: indu-mishra
Indian writer
Indu Mishra
The basics
Quick Facts
Intro
Indian writer
Places
Work field
Gender
Female
Place of birth
Cuttack, India
Star sign
Age
67 years
The details (from wikipedia)
Biography
ଇନ୍ଦୁ ମିଶ୍ର (ଜନ୍ମ: ୧ ମଇ ୧୯୫୭), ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସମାଲୋଚକ । ଇନ୍ଦୁ, ବୃତ୍ତିରେ ଜଣେ ଅଧ୍ୟାପିକା ଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟ ଆଦି ଅନୁଷ୍ଠାନରେ ଶିକ୍ଷାଦାନ କରିଥିଲେ ।
ରଚନାବଳୀ
ପ୍ରବନ୍ଧ ଓ ସମାଲୋଚନା
- ସମୀକ୍ଷା ସଂଦର୍ଭ - ୧୯୮୨ (ଫ୍ରେଣ୍ଡସ ପବ୍ଳିସରସ)
- ମିଥ ଓ ଏହାର କବିତା ପ୍ରୟୋଗ - ୧୯୮୪
- ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା - ୧୯୮୯ (ବିଦ୍ୟାପୁରୀ)
- ଆଧୁନିକ ଓଡ଼ିଆ କବିତାର ଦୃଷ୍ଟି ଓ ଦିଗନ୍ତ - ୧୯୯୧ (ଓଡ଼ିଶା ବୁକ ଷ୍ଟୋର)
- କଥାସୃଷ୍ଟି : କାବ୍ୟଦୃଷ୍ଟି - ୨୦୦୧ (ଓଡ଼ିଶା ବୁକ ଷ୍ଟୋର)
- ସାହିତ୍ୟରେ ଆଧୁନିକତା - ୨୦୦୩ (ନବଦିଗନ୍ତ)
- ଆବିଷ୍କାର ଦୁଃଖ - ୧୯୯୮ (ଓଡ଼ିଶା ବୁକ ଷ୍ଟୋର)
କବିତା
- ଅନ୍ୟ ସବୁ ପ୍ରତିଶୃତି - ୧୯୯୨
- ଯୁଈ ଗଛ - ୨୦୧୨ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
- ନିଜ ନିଜ ଅଭିନୟ - ୧୯୯୫ (ଓଡ଼ିଶା ବୁକ ଷ୍ଟୋର)
ସମ୍ମାନ ଓ ପୁରସ୍କାର
- ଝଙ୍କାର ପୁରସ୍କାର
- ଗୋକର୍ଣ୍ଣିକା ସମ୍ମାନ
- ଜୀବନରଙ୍ଗ ସମ୍ମାନ
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Indu Mishra is in following lists
In lists
By field of work
comments so far.
Comments
Credits
References and sources
Indu Mishra