peoplepill id: haradeb-triya
Politician from Odisha, India
Haradeb Triya
The basics
Quick Facts
Intro
Politician from Odisha, India
A.K.A.
Haradeb Tiriya
Haradeb Tiria
Places
was
Work field
Gender
Male
Star sign
Death
Age
50 years
Positions
Member of the First Odisha Legislative Assembly
(1952-1957)
Member of the Second Odisha Legislative Assembly
(1957-1961)
The details (from wikipedia)
Biography
ହରଦେବ ତିରିୟା (ଜନ୍ମ: ୧ ଅପ୍ରେଲ ୧୯୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ହରଦେବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ହରଦେବ ତିରିୟା ୧୯୧୨ ମସିହାର ଅପ୍ରେଲ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରମୋହନ ତିରିୟା ଏବଂ ପତ୍ନୀଙ୍କ ନାମ ଲଛମଣି ତିରିୟା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ଥିଲା ।
ରାଜନୈତିକ ଜୀବନ
ହରଦେବ ତିରିୟା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Haradeb Triya is in following lists
By work and/or country
comments so far.
Comments
Credits
References and sources
Haradeb Triya