peoplepill id: gopabandhu-patra
GP
India
1 views today
4 views this week
Gopabandhu Patra
Indian politician

Gopabandhu Patra

The basics

Quick Facts

The details (from wikipedia)

Biography

ଗୋପବନ୍ଧୁ ପାତ୍ର (୧୨ ଅପ୍ରେଲ ୧୯୨୮ - ୩ ଅପ୍ରେଲ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଗୋପବନ୍ଧୁ ପାତ୍ର ୧୯୨୮ ମସିହାର ଅପ୍ରେଲ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିବ୍ୟସିଂହ ପାତ୍ର ଓ ପତ୍ନୀଙ୍କ ନାମ ସଚଳମଣି ପାତ୍ର ।

ରାଜନୈତିକ ଜୀବନ

ଗୋପବନ୍ଧୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଗୋପବନ୍ଧୁ ପାତ୍ର ୧୯୯୮ ମସିହାର ଅପ୍ରେଲ ୩ ତାରିଖରେ ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Gopabandhu Patra is in following lists
comments so far.
Comments
From our partners
Sponsored
Credits
References and sources
Gopabandhu Patra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes