peoplepill id: dipti-ranjan-patnaik
Writer
Dipti Ranjan Patnaik
The basics
Quick Facts
Intro
Writer
Places
is
Work field
Gender
Male
Age
64 years
The details (from wikipedia)
Biography
ଦୀପ୍ତିରଞ୍ଜନ ପଟ୍ଟନାୟକ (ଜନ୍ମ: ୨୫ ନଭେମ୍ବର ୧୯୬୦) ଜଣେ ଓଡ଼ିଆ ଗାଳ୍ପିକ । ୨୦୧୩ ମସିହାରେ ସେ ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ "ସନ୍ଦିଗ୍ଧ ଶୈଶବ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ଶିଶୁ ସାହିତ୍ୟ ଓ ଅନୁବାଦ ସାହିତ୍ୟ ମଧ୍ୟ ରଚନା କରନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ ।
ରଚନାବଳୀ
କ୍ଷୁଦ୍ର ଗଳ୍ପ
- ହଳଦୀବସନ୍ତର ଗୀତ- ୨୦୧୨ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ୍)
- ଈର୍ଷାରୁ ସ୍ନେହ ପର୍ଯ୍ୟନ୍ତ - ୨୦୦୨ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଜଣେ ବହ୍ମରାକ୍ଷସ ଆତ୍ମକାହାଣୀ - ୧୯୯୫ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ - ୧୯୯୯ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ସନ୍ଦିଗ୍ଧ ଶୈଶବ - ୨୦୧୦ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ୍)
- ଇର୍ଷାରୁ ସ୍ନେହ ପର୍ଯ୍ୟନ୍ତ
ପ୍ରବନ୍ଧ
- Subversive Innocence: A Study of American Children Fiction - ୨୦୦୨ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଆମେରିକା ଏକ ପ୍ରେମ କାହାଣୀ
- ମୁଁ କାହିଁକି ଲେଖେ ଓ ଅନ୍ୟାନ୍ୟ ପ୍ରବନ୍ଧ- ୨୦୧୨ (କଳିଙ୍ଗ ପ୍ରକାଶନ)
ଅନୁବାଦ
- ମୁଣ୍ଡ ଟିକେ ବଞ୍ଚିବା - ୨୦୧୧ (ମ୍ୟାକମିଲାନ)
- Letters from a Forest School - ୨୦୦୭ (ନେସନାଲ ବୁକ୍ ଟ୍ରଷ୍ଟ)
- Folk Tales of Utkal- ୨୦୦୨ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ୍)
- ଶିଶୁ ବିକାଶରେ ସହଯୋଗ - ୨୦୦୩ (ଓରିଏଣ୍ଟ ଲଙ୍ଗମ୍ୟାନ ପବ୍ଲିକେଶନ)
- ତୁମେ ଜିତି ପାର (ଶିବ୍ ଖେରାଙ୍କ "ୟୁ କ୍ୟାନ ଉଇନ" ପୁସ୍ତକର ଓଡ଼ିଆ ବିପିନ ବିହାରୀ ମିଶ୍ରଙ୍କ ସହିତ ଅନୁବାଦ) - ୨୦୦୨ (ମାକ୍ ମିଲନ ଇଣ୍ଡିଆ)
- Thaiis - ୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଆତ୍ମଚରିତ - ୨୦୧୬ (ନେସନାଲ ବୁକ୍ ଟ୍ରଷ୍ଟ)
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ (ସନ୍ଦିଗ୍ଧ ଶୈଶବ ପାଇଁ)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Dipti Ranjan Patnaik is in following lists
In lists
By work and/or country
comments so far.
Comments
Credits
References and sources
Dipti Ranjan Patnaik