peoplepill id: bishnu-sahoo
Indian writer
Bishnu Sahoo
The basics
Quick Facts
Intro
Indian writer
A.K.A.
Bishnu Sahu
Places
Work field
Gender
Male
Star sign
Age
68 years
The details (from wikipedia)
Biography
ବିଷ୍ଣୁ ସାହୁ, ଜଣେ ଓଡ଼ିଆ ଗାଳ୍ପିକ । ୨୦୦୭ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଗୋଟିଏ ଗାଁର ଚିତ୍ରପଟ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସାହୁ, ଗଳ୍ପ ବ୍ୟତିତ କବିତା, ନାଟକ, ପ୍ରବନ୍ଧ ଓ ଶିଶୁସାହିତ୍ୟ ଆଦି ସାହିତ୍ୟର ଅନ୍ୟଧାରା ମାନଙ୍କରେ ମଧ୍ୟ ନିଜ ଲେଖନୀ ଚାଳନା କରିଛନ୍ତି ।
ରଚନାବଳୀ
- କାହାଣୀ ଓ କାଠ ଚମ୍ପା
- ଜଣେ ସୌଦାରୀଙ୍କ ସମ୍ପର୍କରେ
- ଗୁଣୁଗୁଣୁ ଜହ୍ନରାତି ବିଷ୍ଣୁ ସାହୁ - ୧୯୯୯ (କାହାଣୀ)
- ଯେଉଁ ପୃଥିବୀ ମୁଁ ଛାଡିଯାଉଛି - ୨୦୦୫ (କାହାଣୀ)
- ପାରୁଲ୍ର ପ୍ରେମିକ - ୨୦୦୦ (ଅକ୍ଷର)
- ବିଷ୍ଣୁ ସାହୁଙ୍କ କଥା ଓ କାହାଣୀ - ୨୦୧୪ (କାହାଣୀ)
- ଚଂପା ବଣ (ବିଦ୍ୟାପୁରୀ)
- ଦୁଃଖର ଚାରିକାନ୍ତ- ୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଦେହାଗ୍ନି - ୨୦୧୫ (କାହାଣୀ)
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୋଟିଏ ଗାଁର ଚିତ୍ରପଟ) - ୨୦୦୭
- ବିଷୁବ ପୁରସ୍କାର
- ସାହିତ୍ୟ ଭାରତୀ ସମ୍ମାନ
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Bishnu Sahoo is in following lists
comments so far.
Comments
Credits
References and sources
Bishnu Sahoo