peoplepill id: bidyut-prabha-devi
BPD
India
1 views today
1 views this week
Bidyut Prabha Devi
Indian poet

Bidyut Prabha Devi

The basics

Quick Facts

Intro
Indian poet
Places
was
Work field
Gender
Female
Birth
Death
Age
51 years
Family
Children:
Sachidananda Mohanty
The details (from wikipedia)

Biography

ବିଦ୍ଯୁତପ୍ରଭା ଦେବୀଙ୍କୁ, ଓଡ଼ିଆ ଭାଷାର ଶ୍ରେଷ୍ଠ ମହିଳା କବିମାନଙ୍କ ମଧ୍ୟରେ ପରିଗଣନା କରାଯାଏ ।ନିଜ କାବ୍ୟ ସଙ୍କଳନ 'ସଞ୍ଚୟନ' ପାଇଁ, ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ରେଭେନ୍ସା ବାଳିକା ବିଦ୍ୟାଳୟରେ ମାତ୍ର ନବମ ଶ୍ରେଣୀ ଯାଏଁ ପଢିଥିବା ବିଦ୍ଯୁତପ୍ରଭା ଆପେ ଆପେ ଇଂରାଜୀ, ବଙ୍ଗଳା ଭାଷା,ବ୍ୟାକରଣ ତଥା କବିତା ରଚନାର ବିଭିନ୍ନ ବିଭବ ଶିକ୍ଷାକରିଥିଲେ । ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡ଼ନାୟକ ଓ ମାୟାଧର ମାନସିଂହ ଆଦିଙ୍କ ଦ୍ଵାରା ପ୍ରଭାବିତ ହୋଇ ୧୯୪୦ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ । ନିଜ ବଡ଼ ଭଉଣୀ ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ 'ସବିତା' ନାମରେ ନିଜର ପ୍ରଥମ କାବ୍ଯ ସଙ୍କଳନ ପ୍ରକାଶ କରିଥିଲେ । ବିବାହ ପରେ, ତାଙ୍କ ସ୍ଵାମୀ ପଞ୍ଛାନନ ମହାନ୍ତି ତାଙ୍କୁ ଏ ଦିଗରେଖୁବ ଉତ୍ସାହିତ କରିଥିଲେ ଏବଂ ତାଙ୍କର କବିତା ରଚନା ଅନବରତ ଚାଲିରହିଥିଲା । ୧୯୫୨ ମସିହାରେ ମାତୃତ୍ଵ ଲାଭ କରିବା ପରେ, ବିଦ୍ଯୁତପ୍ରଭା ଶିଶୁମାନଙ୍କ ପାଇଁ ଲେଖିବା ଆରମ୍ଭ କଲେ ଏବଂ ଖୁବ ଲୋକପ୍ରିୟ ହୋଇପାରିଥିଲେ ଓ ବହୁବାର ପୁରସ୍କୃତ ହୋଇଥିଲେ ।

୧୯୭୭ ମସିହାରେ ବିଦ୍ଯୁତପ୍ରଭା ଦେବୀଙ୍କର ତିରୋଧାନ ଘଟିଥିଲା ।

ଓଡି଼ଆ ସାହିତ୍ୟକୁ ଅବଦାନ

  • ସବିତା
  • ମରିଚିକା
  • କନକାଞ୍ଜଳି
  • ସଞ୍ଚୟନ
  • ଝରା ଶିଉଳି
  • ପ୍ରତିଘାତ
  • ମାଟିର ମଣିଷ
  • ବିଳାସି କବି
  • ବିଦ୍ୟୁତ ପ୍ରଭା ଗ୍ରନ୍ଥାବଳୀ

    ପୁରସ୍କାର ଓ ସ୍ଵୀକୃତି

    • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ସଞ୍ଚୟନ), ୧୯୬୨

      ଆଧାର

      The contents of this page are sourced from Wikipedia article. The contents are available under the CC BY-SA 4.0 license.
      Lists
      Bidyut Prabha Devi is in following lists
      comments so far.
      Comments
      From our partners
      Sponsored
      Bidyut Prabha Devi
      arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes