peoplepill id: bharat-majhi
Indian journalist and poet
Bharat Majhi
The basics
Quick Facts
Intro
Indian journalist and poet
Places
Work field
Gender
Male
Birth
Age
52 years
The details (from wikipedia)
Biography
ଭାରତ ମାଝୀ ଜଣେ ଜଣାଶୁଣା ଓଡ଼ିଆ କବି ଓ ସାମ୍ବାଦିକ ।ସେ ୧୯୭୨ ମସିହାରେ କଳାହାଣ୍ଡି ଜିଲ୍ଲାର ଘୁମରିଗୁଡାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ କବିତାଦ୍ୱାରା ପ୍ରଭାବିତ କବି ଭାରତ, ନିଜ କବିତା ମାଧ୍ୟମରେ ଲୋକସଂସ୍କୃତି, ସମକାଳୀନ ସମସ୍ୟା ଓ ଲୋକଙ୍କ ସୁଖଦୁଃଖକୁ ଦେଖାଇବାକୁ ଚେଷ୍ଟା କରିଥାନ୍ତି । ୧୯୯୪ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିବା ପରେ ଭାରତ,ଆକାଶବାଣୀ, ସମ୍ବାଦ ତଥା କନକ ଟିଭି, ଓଟିଭି ଓ ନକ୍ଷତ୍ର ନିଉଜ୍ ଆଦି ଟେଲିଭିଜନ ମାଧ୍ୟମରେ ଜଣେ ସାମ୍ବାଦିକ ଭାବରେ କାମ କରିଛନ୍ତି ।
ରଚନାବଳୀ
- ଢୋ(ଟାଇମପାସ ପବ୍ଳିକେଶନ) - ୨୦୦୯
- ହାଇୱେରେ କୁହୁଡି(ପକ୍ଷୀଘର ପ୍ରକାଶନୀ) - ୨୦୦୮
- ମୂର୍ତ୍ତିକାର(ପେନ୍ ଇନ୍) - ୨୦୦୬
- ମହାନଗର ପଦ୍ୟ(ପ୍ରାଚୀ ପ୍ରକାଶନୀ) - ୨୦୦୬
- ସରଳରେଖା(ପଶ୍ଚିମା) - ୨୦୦୨
- ଅଗାଧୁ ଦୁଆରି(ବର୍ଷାପଲ୍ଲବୀ) - ୧୯୯୯
ସମ୍ମାନ ଓ ପୁରସ୍କାର
- ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର - ୨୦୦୮
- ସଂସ୍କୃତି ସମ୍ମାନ - ୨୦୦୪
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Bharat Majhi is in following lists
By field of work
comments so far.
Comments
Credits
References and sources
Bharat Majhi