peoplepill id: bhagirathi-gomango-1
Indian politician from Odisha
Bhagirathi Gomango
The basics
Quick Facts
Intro
Indian politician from Odisha
Places
Work field
Gender
Male
The details (from wikipedia)
Biography
ଭାଗିରଥୀ ଗମାଙ୍ଗ (ମୃତ୍ୟୁ: ୨୩ ନଭେମ୍ବର ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧ମଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଭାଗିରଥୀ ଗମାଙ୍ଗଙ୍କ ବାପାଙ୍କ ନାମ ଗଙ୍ଗେ ଗମାଙ୍ଗ ଓ ପତ୍ନୀଙ୍କ ନାମ ସରସ୍ୱତୀ ଗମାଙ୍ଗ ।
ରାଜନୈତିକ ଜୀବନ
ଭାଗିରଥୀ ଗମାଙ୍ଗ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଭାଗିରଥୀ ଗମାଙ୍ଗ ୧୯୯୫ ମସିହାର ନଭେମ୍ବର ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Bhagirathi Gomango is in following lists
By field of work
By work and/or country
comments so far.
Comments
Credits
References and sources
Bhagirathi Gomango