peoplepill id: bhagirathi-das-1
Indian Odia-language writer
Bhagirathi Das
The basics
Quick Facts
Intro
Indian Odia-language writer
Places
is
Work field
Gender
Male
Place of birth
Jagatsinghpur district, Central division, Odisha, India
Star sign
Age
85 years
The details (from wikipedia)
Biography
ଭାଗିରଥି ଦାସ, ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକ । ସେ ଉପନ୍ୟାସ, ନାଟକ, ଗଳ୍ପ ଓ କବିତା ରଚନା ସହିତ ଓଡ଼ିଆ କଥାଚିତ୍ରରେ କାହାଣୀ ମଧ୍ୟ ଲେଖିଛନ୍ତି ।
ଜୀବନୀ
ଭାଗିରଥି, ୧୯୩୯ ମସିହା ନଭେମ୍ବର ୧ତାରିଖରେ ଜଗତସିଂହପୁର ଜିଲ୍ଲାର ପାଟେଣୀଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବାଉରୀବନ୍ଧୁ ଦାସ ଓ ମାତା ଚମ୍ପାବତୀ ଦାସ । ସେ, ଗ୍ରାମ୍ୟ କୃଷି କର୍ମଚାରୀ ଭାବରେ ଚାକିରି କରି, ଅବସର ଗ୍ରହଣ କରିସାରିଛନ୍ତି ।
ସାହିତ୍ୟ ସାଧନା
୫୦୦ରୁ ଅଧିକ ଉପନ୍ୟାସ, ୨୫ଟି ନାଟକ, ୧୫ଟି କାହାଣୀ, ଏକାଧିକ ଗଳ୍ପର ରଚୟିତା ଭାବେ ଭାଗିରଥି ପରିଚିତ । ସାହିତ୍ୟ ରଚନା ବ୍ୟତିତ ଜଣେ ସାହିତ୍ୟ ସଂଗଠକ ଭାବରେ ମଧ୍ୟ ସେ କାର୍ଯ୍ୟ କରି ଆସୁଛନ୍ତି । ନାଟ୍ୟ ସଂସ୍ଥା ମଞ୍ଚ ମଣିଷ, ଜଗତସିଂହପୁର ସାହିତ୍ୟ ପରିଷଦ, ଜଗତସିଂହପୁର ଜିଲ୍ଲା କଳାବିକାଶ କେନ୍ଦ୍ର, ବଟ ଶ୍ରୀକ୍ଷେତ୍ର ସାଂସ୍କୃତିକ ପରିଷଦ ସହ ସେ ଜଡ଼ିତ ଅଛନ୍ତି ।
ରଚନାବଳୀ
ନାଟକ
- ମୋ ସଂସାର ଭାସିଗଲା
- ଭିନ୍ନ ଏକ ପୃଥିବୀ
- ଚାଲ ଫେରିଯିବା ଶ୍ରୀକ୍ଷେତ୍ର
- ଏଠାରେ ନର୍କକୁ ଟିକେଟ ମିଳେ
- ମୋ ଭଙ୍ଗାଘର କାନ୍ଦୁଛି
- ଜଳୁଛି ଜୀବନ ଜଞ୍ଜାଳ ଜୁଇରେ
- ସେ ଜୁଗର ସତୀ ଏ ଯୁଗରେ ଜଳେ
- ଜିଦରେଖାର ଜାନୁଆରୀ
- ଝଡ଼ଝଞ୍ଜା ଝାମେଳା
- ପ୍ରିୟା ପ୍ରୀତି
- ପ୍ରିୟତମା
- ମୁଁ ଏକ ମାରାତ୍ମକ ମଣିଷ
- ଯାହାକୁ ବିବାହ କଲି ଶାଢ଼ି ଶଙ୍ଖ ଦେଇ
- କାନ୍ଦୁଛି କଙ୍କାଳ
- ଭୋକିଲା ବୁଲେଟ
- ବିଶ୍ୱାସଘାତକ ସଇତାନ
- ପ୍ରତିହିଂସାର ଅଭିନାଦ
- ଜୟ ଶିବ ଶଙ୍କର
- ସ୍ୱାମୀ ଥାଇ ସ୍ତ୍ରୀ ବିଧବା
- ପଥର ହେଲ କି ପ୍ରଭୃ
- ଭାଇ ନୁହେଁ ଭଗବାନ
- ମାଆର ମମତା
ଉପନ୍ୟାସ
- ନାରୀ ନଦୀ ନିଆଁ
- ଅବାଞ୍ଚିତ ଅତିଥି
- ପର ଝିଅ ନୁହେଁ ପଚା ପରିବା
- ଝିଅ ନୁହେଁ ଜଳିବା ପାଇଁ
- ଦୁହିତା ଦୁଇ କୂଳକୁ ହିତା
- ବାପାର ଋଣ ସୁଝିବ କିଏ
- ଧର୍ମ ଥିଲେ ବୁଝିବ
- ବାପଠାରୁ ବନ୍ଧୁ ନାହିଁ
- ହସ କାଳର ଦୁନିଆଁ
- ମଙ୍ଗଳ ମହୁରୀ
- କନ୍ୟାଦାନ ମହାପୁଣ୍ୟ
- ସେ ନାରୀ ମୋର ନମସ୍ୟା
- ବୋହୁ ନ ବାଛିବ ରୂପର
- ଆଶା ବୈତରଣୀ
- ଦୁଃଖ ଦରିଆ
- ଜୀବନ ଜଞ୍ଜାଳ କେତେ
- ମିଛ ମାୟା ସଂସାର
- ଜଳେ ଜୀବନ
- ସେଇମନ ସେଇ ଅନୁଭବ
- ନାୟିକା ଆମ ସମୟର
- ଅଛୁଆଁ ହେଲେ ବି ମଣିଷ
- ପିତା ପରମେଶ୍ୱର ପତି ଈଶ୍ୱର
- ଅଫେରା ଅତୀତ
- କାମନାର କାରାଗାର
- ଚାକର ହେଲେବି ମଣିଷ
- ତୋତେ ବେଦୀରେ ବସେଇ ଦେବି ନାହିଁ
- କାହିଁକି ଆସିଛୁ ମନ
କଥାଚିତ୍ର କାହାଣୀ
- ପର ଝିଅ ଘର ଭାଙ୍ଗେନା
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା
- ଭୁବନେଶ୍ୱର ପଞ୍ଚସଖା ଯାତ୍ରା ଏକାଡେମୀ ସମ୍ମାନ
- କାଦମ୍ବିନୀ ସାରସ୍ୱତ ସମ୍ମାନ
- ଗଣକବି ସମ୍ମାନ
- ଅକ୍ଷୟ ସାହିତ୍ୟ ସମ୍ମାନ - ୨୦୧୬
- ବିଷୁବ ସମ୍ମାନ
- ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ସମ୍ମାନhttp://web.archive.org/save/http://odishanewsnitidin.com/index.php?ID=20&PubId=4&schedule=2019-11-15&PageId=68815&PageNum=9
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଭାଗିରଥୀ ଦାସ
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Bhagirathi Das is in following lists
In lists
By work and/or country
comments so far.
Comments
Credits
References and sources
Bhagirathi Das