peoplepill id: benudhar-rout
Indian Odia-language author
Benudhar Rout
The basics
Quick Facts
Intro
Indian Odia-language author
Places
is
Work field
Gender
Male
Awards
Odisha Sahitya Akademi Award
(1968)
The details (from wikipedia)
Biography
ବେଣୁଧର ରାଉତ ଜଣେ ଓଡ଼ିଆ କବି ଓ ଅଧ୍ୟାପକ । ୧୯୬୮ ମସିହାରେ ତାଙ୍କ ରଚିତ କାବ୍ୟ ପିଙ୍ଗଳାର ସୂର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
୧୯୭୩ ମସିହାରେ କଟକର ନାଳନ୍ଦା ପ୍ରକାଶନଦ୍ୱାରା ତାଙ୍କ ରଚିତ ପ୍ରବନ୍ଧ ପରିଚିତି ପ୍ରକାଶ ପାଇଥିଲା, ଯାହାକି ସେ ପଠାଣି ପଟ୍ଟନାୟକ ସହ ମିଶି ରଚନା କରିଥିଲେ । ସେ ନାଟ୍ୟକାର ଜଗନମୋହନ ଲାଲଙ୍କ ୨୦୦୧ ମସିହାରେ ପ୍ରକାଶକ ପାଇଥିବା ନାଟକ ବାବାଜୀର ସମ୍ପାଦନା କରିଥିଲେ ।
ସେ କଟକସ୍ଥିତ ରେଭେନ୍ସା କଲେଜରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ ।
ରଚନାବଳୀ
- ପିଙ୍ଗଳାର ସୂର୍ଯ୍ୟ
- ପ୍ରବନ୍ଧ ପରିଚିତି
ପୁରସ୍କାର ଓ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୮ (ପିଙ୍ଗଳାର ସୂର୍ଯ୍ୟ)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Benudhar Rout is in following lists
In lists
By field of work
By work and/or country
comments so far.
Comments
Credits
References and sources
Benudhar Rout