peoplepill id: benimadhab-padhi
BP
India
1 views today
1 views this week
The basics

Quick Facts

Intro
Odia writer
Places
Work field
Gender
Male
Place of birth
Chikiti, Ganjam district, Southern division, India
Death
Age
88 years
Awards
Odisha Sahitya Akademi Award
(1995)
The details (from wikipedia)

Biography

ବେଣୀମାଧବ ପାଢ଼ୀ (୧୯୧୯ - ୨୦୦୮) ଜଣେ ଓଡ଼ିଆ ଅଧ୍ୟାପକ ଓ ସାହିତ୍ୟିକ ଥିଲେ । ସେ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ ତଥା ଆଲୋଚକ ମଧ୍ୟ ଥିଲେ ।

ଜୀବନୀ

ବେଣୀମାଧବ, ୧୯୧୯ ମସିହାରେ ଗଞ୍ଜାମ ଜିଲ୍ଲାର ଚିକିଟିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ପୁରୋହିତ ଥିଲେ । ପାରଳାଖେମୁଣ୍ଡିରେ ସେ ନିଜ ଶିକ୍ଷାରମ୍ଭ କରିଥିଲେ । ସେତେବେଳେ, ପାରଳାଖେମୁଣ୍ଡିର ଶିକ୍ଷାନୁଷ୍ଠାନ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଅଧିନରେ ଥିଲା । ବେଣୀମାଧବ ଓଡ଼ିଆ ଓ ସଂସ୍କୃତ ଭାଷା ଶିକ୍ଷାକରି "ଭାଷା ପ୍ରବୀଣ" ଓ "ସାହିତ୍ୟ ପ୍ରବୀଣ" ଉପାଧି ହାସଲ କରିଥିଲେ । ପରବର୍ତ୍ତୀ ସମୟରେ କାଶୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ପାଠ୍ୟସମାପ୍ତ କରିଥିଲେ । ୧୯୩୯ରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା । ସେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସିଟି ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରିଥିଲେ ।

ରଚନାବଳୀ

ପୁସ୍ତକପ୍ରକାଶନ ବର୍ଷପ୍ରକାଶକ
Scientific Shop୧୯୫୨
ଅବିଶ୍ୱାସୀ୧୯୪୬
ଭଞ୍ଜୀୟ କାବ୍ୟଭାବନା୧୯୭୪
ଦାରୁ ଦେବତା୧୯୬୪
ଓଡ଼ିଆ ଭାଷାର ରୂପତତ୍ତ୍ୱ୧୯୭୨
ପୁରାତନ କଳିଙ୍ଗର ସାମାଜିକ ଇତିବୃତ୍ତ୧୯୯୨
ସନ୍ଧାନ ଓ ସମୀକ୍ଷା: ଭାଷା ସାହିତ୍ୟ୧୯୯୭
ସ୍ମୃତି ଅଶୀ ବର୍ଷର୨୦୦୦
ଶ୍ରୀଜଗନ୍ନାଥ ତତ୍ତ୍ୱ ବିମର୍ଷ୧୯୮୪
ଉଡ୍ରଜା ପାକୃତ
ଧୀ ଓ ଧୀଷଣ୧୯୭୧
ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଧର୍ମାଧାର୧୯୯୫
କୃଷ୍ଟି ଓ ଦୃଷ୍ଟି – ସାଂସ୍କୃତିକ ଓ ଦାର୍ଶନିକ ପ୍ରବନ୍ଧ୧୯୯୮
କୋରକବି୧୯୬୮
ସାଧନା ଓ ସମୀକ୍ଷା – ଭାଷା ସାହିତ୍ୟ୧୯୯୭

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ପୂରାତନ କଳିଙ୍ଗର ସାମାଜିକ ଇତିବୃତ୍ତ ନିମନ୍ତେ
  • ସାହିତ୍ୟ ଭାରତୀ ସମ୍ମାନ, ୧୯୯୮

ଆଧାର

  1. R. K. Sharma; India. Ministry of Education and Social Welfare (1972). International Sanskrit Conference, New Delhi, March 26th-31st, 1972. The Ministry.
  2. Trilochan Dash. Story of Lord Sri Jagannatha in Srimandira at Sri Purusottam Kshetra. Trilochan Dash. pp. 164–. GGKEY:Y2TR84PZ0DD.
  3. "ଆଜି ଜନ୍ମଦିନ" (ସମ୍ବାଦ ୧୬/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨). ସମ୍ବାଦ. Archived from the original on 16 June 2020. Retrieved 16 June 2020.
  4. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 536–. ISBN 978-81-7201-798-9.
  5. Subhakanta Behera (2002). Construction of an identity discourse: Oriya literature and the Jagannath cult (1866-1936). Munshiram Manoharlal Publishers.
  6. https://openlibrary.org/authors/OL4658683A/Benimadhab_Padhi
  7. https://www.goodreads.com/book/show/33001706-odisha-ra-sahitya-sanskruti-o-dharmadhara
  8. http://bamu.nic.in/oriya/index.htm
The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Benimadhab Padhi is in following lists
comments so far.
Comments
From our partners
Sponsored
Credits
References and sources
Benimadhab Padhi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes