peoplepill id: arun-mohanty
Indian composer, director
Arun Mohanty
The basics
Quick Facts
The details (from wikipedia)
Biography
ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର । ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଘର ମୋର ସ୍ୱର୍ଗ, ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗିଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
ପ୍ରାରମ୍ଭିକ ଜୀବନ
କଥାଚିତ୍ର ଜୀବନ
ଅରୁଣ ୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ, ସଙ୍ଗୀତ ନିର୍ଦ୍ଦେଶନା ସହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।
ନିର୍ଦ୍ଦେଶନା
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୮ | ଏଇ ସଂଘର୍ଷ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ପ୍ରଯୋଜନା
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
ସଙ୍ଗୀତ ନିର୍ଦ୍ଦେଶନା
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ରାକ୍ଷୀ ଭିଜିଗଲା ଆଖି ଲୁହରେ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ଗୀତିକାର
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର |
କାହାଣୀ
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ଆଧାର
ବାହାର ଆଧାର
ଅରୁଣ ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Arun Mohanty is in following lists
By field of work
By work and/or country
comments so far.
Comments
Arun Mohanty