peoplepill id: anantaram-nanda
AN
India
1 views today
1 views this week
Anantaram Nanda
Politician from Odisha, India

Anantaram Nanda

The basics

Quick Facts

The details (from wikipedia)

Biography

ଅନନ୍ତରାମ ନନ୍ଦ (୧ ଅଗଷ୍ଟ ୧୯୧୭ - ୫ ଜାନୁଆରୀ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ଓ ବିଙ୍କା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଅନନ୍ତରାମ ନନ୍ଦ ୧୯୧୭ ମସିହାର ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେଶବ ନନ୍ଦ ଏବଂ ପତ୍ନୀଙ୍କ ନାମ ସିନ୍ଧୁ କୁମାରୀ ନନ୍ଦ ।

ରାଜନୈତିକ ଜୀବନ

ଅନନ୍ତରାମ ନନ୍ଦ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୫୨୧୯୫୭ସଭ୍ୟ, ୧ମ ଓଡ଼ିଶା ବିଧାନ ସଭାସୋନପୁରଗଣତନ୍ତ୍ର ପରିଷଦ
୧୯୫୭୧୯୬୧ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭାସୋନପୁରଗଣତନ୍ତ୍ର ପରିଷଦ
୧୯୬୧୧୯୬୭ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭାବିଙ୍କାସ୍ୱତନ୍ତ୍ର ପାର୍ଟି

ମୃତ୍ୟୁ

ଅନନ୍ତରାମ ନନ୍ଦ ୧୯୯୫ ମସିହାର ଜାନୁଆରୀ ୫ ତାରିଖରେ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Anantaram Nanda is in following lists
comments so far.
Comments
From our partners
Sponsored
Credits
References and sources
Anantaram Nanda
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes