peoplepill id: achyutananda-mahananda
AM
India
1 views today
3 views this week
Achyutananda Mahananda
Politician from Odisha, India

Achyutananda Mahananda

The basics

Quick Facts

The details (from wikipedia)

Biography

ଅଚ୍ୟୁତାନନ୍ଦ ମହାନନ୍ଦ (୨୧ ଅପ୍ରେଲ ୧୯୨୪ - ୧୫ ଅପ୍ରେଲ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର, କଣ୍ଟାବାଞ୍ଝି ଓ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା

ଅଚ୍ୟୁତାନନ୍ଦ ମହାନନ୍ଦ ୧୯୨୪ ମସିହାର ଅପ୍ରେଲ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁନ୍ଦର ମହାନନ୍ଦ ଓ ପତ୍ନୀଙ୍କ ନାମ ଉଦିଆଚାନ୍ଦ ମହାନନ୍ଦ ।

ରାଜନୈତିକ ଜୀବନ

ଅଚ୍ୟୁତାନନ୍ଦ ମହାନନ୍ଦ ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦରେ ଏବଂ ପରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୭୨ ମସିହାରୁ ୧୯୭୩ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୫୨୧୯୫୭ସଭ୍ୟ, ୧ମ ଓଡ଼ିଶା ବିଧାନ ସଭାବଲାଙ୍ଗୀରଗଣତନ୍ତ୍ର ପରିଷଦ
୧୯୫୭୧୯୬୧ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭାଟିଟଲାଗଡ଼ଗଣତନ୍ତ୍ର ପରିଷଦ
୧୯୬୧୧୯୬୭ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭାଟିଟଲାଗଡ଼ସ୍ୱତନ୍ତ୍ର ପାର୍ଟି
୧୯୬୭୧୯୭୧ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭାଟିଟଲାଗଡ଼ସ୍ୱତନ୍ତ୍ର ପାର୍ଟି
୧୯୭୧୧୯୭୩ସଭ୍ୟ, ୫ମ ଓଡ଼ିଶା ବିଧାନ ସଭାକଣ୍ଟାବାଞ୍ଝିସ୍ୱତନ୍ତ୍ର ପାର୍ଟି

ମୃତ୍ୟୁ

ଅଚ୍ୟୁତାନନ୍ଦ ମହାନନ୍ଦ ୧୯୯୧ ମସିହାର ଅପ୍ରେଲ ୧୫ ତାରିଖରେ ୬୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Achyutananda Mahananda is in following lists
comments so far.
Comments
From our partners
Sponsored
Credits
References and sources
Achyutananda Mahananda
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes