peoplepill id: abhay-barik
Writer
Abhay Barik
The basics
Quick Facts
The details (from wikipedia)
Biography
ଅଭୟ ବାରିକ, ଜଣେ ଓଡ଼ିଆ ଗାଳ୍ପିକ । ୨୦୧୪ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ମହାଗାନ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ରଚନାବଳୀ
- ମହାଗାନ
- ଭିନ୍ନ ଇଲାକା ଭିନ୍ନ କଥା -୧୯୯୧(ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଚିତ୍ରାବତୀକୁ ରାସ୍ତା -୨୦୧୧(ଶଶିପ୍ରଭା ସାମନ୍ତରାୟ)
- ନଈ ଆଡ଼କୁ - ୨୦୦୬(ଶ୍ରଦ୍ଧା ପ୍ରକାଶନ)
- ସନ୍ଧିସର୍ଗ - ୨୦୦୦( ଲାର୍କ ବୁକ୍ସ)
- ଆମର ବିମର୍ଷ ଭାଗ୍ୟ ୧୯୯୭(ଲାର୍କ ବୁକ୍ସ)
- ଆଧାରଶିଳା -୧୯୯୭(ବିଦ୍ୟାପୁରୀ)
- ବାରକଥା - ୨୦୧୨(କାଳୀପଦ)
- ଦ୍ରାବିଡ ମୃତ୍ତିକା - ୨୦୦୦(ଆର୍ଯ୍ୟ ପ୍ରକାଶନ)
- ପ୍ରଶ୍ନକାଳ - ୨୦୧୩(ଦିବ୍ୟଦୂତ)
- ସତ ମାଙ୍କଡ କଥା - ୨୦୦୬(ଜଗନ୍ନାଥ ଲାମିନେଟର)
- ଆଖିରେ ଆଖିରେ ସମୁଦ୍ର - ୧୯୯୬ (ଓଡ଼ିଶା ବୁକ ଷ୍ଟୋର)
- ଆଧୁନିକ କାୟା କଳ୍ପ: ପ୍ରାଚ୍ୟ ସାହିତ୍ୟ
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪(ମହାଗାନ ପାଇଁ)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Abhay Barik is in following lists
In lists
By field of work
By work and/or country
comments so far.
Comments
Credits
References and sources
Abhay Barik