Udit Pratap Sekhar Deo
Politician from Odisha, India
Intro | Politician from Odisha, India | |
Places | India | |
was | Politician | |
Work field | Politics | |
Gender |
| |
Birth | 25 September 1923 | |
Death | 28 November 1967 (aged 44 years) | |
Star sign | Libra | |
Politics: | All India Ganatantra Parishad |
ଉଦିତ ପ୍ରତାପ ଶେଖର ଦେଓ (୨୫ ସେପ୍ଟେମ୍ବର ୧୯୨୩ - ୨୮ ନଭେମ୍ବର ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଉଦିତ ପ୍ରତାପ ଶେଖର ଦେଓ ୧୯୨୩ ମସିହାର ସେପ୍ଟେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ଉଦିତ ପ୍ରତାପ ଶେଖର ଦେଓ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ଉଦିତ ପ୍ରତାପ ଶେଖର ଦେଓ ୧୯୬୭ ମସିହାର ନଭେମ୍ବର ୨୮ ତାରିଖରେ ୪୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।