Udayanath Sarangi
Odia writer and translator
Intro | Odia writer and translator | |
Places | India | |
was | Writer Translator | |
Work field | Literature | |
Gender |
| |
Birth | 16 March 1905 | |
Death | 8 January 1999 (aged 93 years) | |
Star sign | Pisces |
ଉଦୟନାଥ ଷଡ଼ଙ୍ଗୀ ଜଗତସିଂହପୁର ଜିଲ୍ଲାର ସିପି ଗାଆଁରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ସେ ପ୍ରଥମେ ପାଠ୍ୟପୁସ୍ତକ ରଚନା କରି ପରେ ଅନେକ ଶିଶୁ ସାହିତ୍ୟ ରଚନା କରିଥିଲେ ।
ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears" ଓ "ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆରେ ରୂପାନ୍ତର କରିଥିଲେ । ଏଦି ଅନୁଦିତ ବହିଟି ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା ଓ ଓଡ଼ିଆ ପାଠକମାନଙ୍କ ଦେଇ ବିଶେଷ ଭାବରେ ଆଦୃତ ହୋଇଥିଲା ।
ସେ ପ୍ରଜାତନ୍ତ୍ର ପ୍ରଚାର ସମିତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।