Tareni Sardar
Indian politician from Odisha
Intro | Indian politician from Odisha | |
Places | India | |
was | Politician | |
Work field | Politics | |
Gender |
| |
Birth | 15 July 1920 | |
Death | 21 February 2003 (aged 82 years) | |
Star sign | Cancer |
ତାରିଣୀ ସର୍ଦ୍ଦାର (୧୫ ଜୁଲାଇ ୧୯୨୦ - ୨୧ ଫେବୃଆରୀ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ତାରିଣୀ ସର୍ଦ୍ଦାର ୧୯୨୦ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କନ୍ଧା ରଣବଜା ସର୍ଦ୍ଦାର ।
ତାରିଣୀ ସର୍ଦ୍ଦାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ତାରିଣୀ ସର୍ଦ୍ଦାର ୨୦୦୩ ମସିହାର ଫେବୃଆରୀ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।