Syamaghana Ulaka
Indian politician from Odisha
Intro | Indian politician from Odisha | ||
Places | India | ||
is | Politician | ||
Work field | Politics | ||
Gender |
| ||
Death | 14 September 1970 | ||
Family |
|
ଶ୍ୟାମଘନ ଉଲାକା (ମୃତ୍ୟୁ: ୧୪ ସେପ୍ଟେମ୍ବର ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଶ୍ୟାମଘନ ଉଲାକାଙ୍କ ପତ୍ନୀଙ୍କ ନାମ ରତ୍ନଲୁ ଉଲାକା ।
ଶ୍ୟାମଘନ ଉଲାକା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ଶ୍ୟାମଘନ ଉଲାକା ୧୯୭୦ ମସିହାର ସେପ୍ଟେମ୍ବର ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।