Sukanta Panigrahi

Art director
The basics

Quick Facts

The details

Biography

ସୁକାନ୍ତ ପାଣିଗ୍ରାହୀ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ତାଙ୍କ ଜନ୍ମଭୂମି । ସେ ବଲିଉଡ୍ ଚଳଚ୍ଚିତ୍ର ଜଗତରେ ଜଣେ ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍ ଭାବରେ କାମ କରିଆସିଛନ୍ତି ।

ଫିଲ୍ମରେ ଭୂମିକା

ନିର୍ଦ୍ଦେଶକ ଭାବରେ

ଆଟ୍‌ଲାସ୍

କଳା ନିର୍ଦ୍ଦେଶକ ଭାବରେ

  • ଜୋକର୍ (୨୦୧୨)
  • ଜାନେ କାହାଁ ସେ ଆଇ ହେ (୨୦୧୦)
  • ଦେବ୍ ଡି (୨୦୦୯)
  • କର୍ଜ (୨୦୦୮)
  • ଟଶନ୍ (୨୦୦୮)
  • ଆଜା ନଚ୍‌ଲେ (୨୦୦୭)
  • ଚକ୍‌ଦେ ଇଣ୍ଡିଆ (୨୦୦୭)
  • କେପ୍ କର୍ମା (୨୦୦୭)
  • ଜୟ୍ ସନ୍ତୋଷୀ ମା (୨୦୦୬)
  • ଗଙ୍ଗାଜଲ୍ (୨୦୦୩)

ଏହା ବ୍ୟତିତ ହିନ୍ଦି ଚଳଚ୍ଚିତ୍ର "ବଚ୍‌ନା ଏ ହସିନୋ" (୨୦୦୮)ରେ ଟାଇଟଲ୍ ସଙ୍ଗ୍ର ଭିଡିଓରେ ସେଟ୍ ନିର୍ମାଣ କରିଥିଲେ । ହିନ୍ଦି ଚଳଚ୍ଚିତ୍ର "ଫିଜା"(୨୦୦୦)ରେ ସହଜୋଗି କଳା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲେଇ ଥିଲେ ।

ପ୍ରଡକ୍ସନ୍ ଡିଜାଇନର୍ ଭାବରେ

  • ଏକ୍ ଥା ଟାଇଗର୍ (୨୦୧୨)
  • ହମ୍ ତୁମ୍ ସବାନା (୨୦୧୧)
  • ନୋ ୱନ୍ କିଲଡ୍ ଜେସିକା (୨୦୧୧)
  • ଭୋପାଲ୍: ଏ ପ୍ରେୟର୍ ଫର୍ ରେନ୍ (୨୦୧୧)
  • ବଦ୍‌ମାସ୍ କମ୍ପାନି (୨୦୧୦)
  • ପ୍ରିନ୍ସ (୨୦୧୦)
  • ଦିଲ୍ ବୋଲେ ହଡିପ୍ପା (୨୦୦୯)
  • ଦେବ୍ ଡି (୨୦୦୯)
  • ଝୁମ୍ ବରାବର୍ ଝୁମ୍ (୨୦୦୭)

    ପୁରସ୍କାର

    ୨୦୦୯ : ଚଳଚ୍ଚିତ୍ର ଦେବ୍ ଡିରେ ସେର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ଏସିଆ ପାସିଫିକ୍ ସମ୍ମାନ ମିଳିଥିଲା

    ୨୦୦୪ : ଚଳଚ୍ଚିତ୍ର ଗଙ୍ଗାଜଲ୍ରେ ସେର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ସ୍କ୍ରିନ୍ ଵିକ୍ଲି ପୁରସ୍ଜାର ଓ ଜି ସିନେ ପୁରସ୍ଜାର ପାଇଁ ମନୋନିତ କରାଜାଇଥିଲା ।

    ଆଧାର

    ବାହାର ଲିଙ୍କ

    The contents of this page are sourced from Wikipedia article. The contents are available under the CC BY-SA 4.0 license.