Souribandhu Kar

Odia language writer
The basics

Quick Facts

IntroOdia language writer
A.K.A.Souri Bandhu Kar Sauribandhu Kar
A.K.A.Souri Bandhu Kar Sauribandhu Kar
PlacesIndia
isWriter
Work fieldLiterature
Gender
Male
Birth2 April 1948, Jajpur district
Age76 years
The details

Biography

ସୌରୀବନ୍ଧୁ କର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଲେଖକ । ସେ ୧୯୪୮ ମସିହା ଅପ୍ରେଲ ୨ ତାରିଖରେ ଯାଜପୁର ଜିଲ୍ଲାର ଜଳସରପୁରଠାରେ ଜନ୍ମଗ୍ରହଣ କରିଥିଲେ । ଗଳ୍ପ, ଶିଶୁସାହିତ୍ୟ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସୌରୀବନ୍ଧୁ ଲେଖନି ଚାଳନା କରିଛନ୍ତି ।

ରଚନାବଳି

ଜୀବନୀ

  • ମାନବତାର ମହାନ ତୀର୍ଥ
  • ପରମହଂସ ଶ୍ରୀ ରାମକୃଷ୍ଣ
  • ରାଷ୍ଟ୍ରନିର୍ମାତା ନେହେରୁ

ଶିଶୁସାହିତ୍ୟ

  • ଦେଶପ୍ରେମୀ ସ୍ଵାମୀ ବିବେକାନନ୍ଦ
  • ବାବାସାହେବ ଆମ୍ବେଦକର

ଗଳ୍ପ ସଙ୍କଳନ

  • ନିଷ୍ପ୍ରଭ ଏକଲବ୍ୟ
  • ନରୋତ୍ତମ ଷଢ଼ଙ୍ଗୀର ଡାଏରୀ

ପ୍ରବନ୍ଧ

  • ବେଦାନ୍ତର ସ୍ଵର

ଉପନ୍ୟାସ

  • ପ୍ରତିଦ୍ଵନ୍ଦୀ
  • Echharama Putra

    ସମ୍ମାନ ଓ ପୁରସ୍କାର

    • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨(ମାନବତାର ମହାନ ତୀର୍ଥ ପୁସ୍ତକ ପାଇଁ)

      ଆଧାର

      The contents of this page are sourced from Wikipedia article. The contents are available under the CC BY-SA 4.0 license.