Satyanarayan Pradhan

Indian politician
The basics

Quick Facts

IntroIndian politician
A.K.A.Satya Narayan Pradha
A.K.A.Satya Narayan Pradha
PlacesIndia
wasPolitician
Work fieldPolitics
Gender
Male
Birth15 July 1936
Death9 January 2013 (aged 76 years)
Star signCancer
Politics:Janata Dal
Positions Held
Member of the Tenth Odisha Legislative Assembly(3 March 1990—15 March 1995)
The details

Biography

ସତ୍ୟ ନାରାୟଣ ପ୍ରଧାନ (୧୫ ଜୁଲାଇ ୧୯୩୬ - ୯ ଜାନୁଆରୀ ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ସତ୍ୟ ନାରାୟଣ ପ୍ରଧାନ ୧୯୩୬ ମସିହାର ଜୁଲାଇ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଦାଶିବ ପ୍ରଧାନ ଓ ପତ୍ନୀଙ୍କ ନାମ ଖିର ପ୍ରଧାନ ।

ରାଜନୈତିକ ଜୀବନ

ସତ୍ୟ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ସତ୍ୟ ନାରାୟଣ ପ୍ରଧାନ ୨୦୧୩ ମସିହାରୁ ଜାନୁଆରୀ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article on 29 Sep 2024. The contents are available under the CC BY-SA 4.0 license.