Roopa Mishra
Indian Bureaucrat
Intro | Indian Bureaucrat | |
Places | India | |
is | Bureaucrat | |
Work field | Politics | |
Gender |
| |
Birth | 9 June 1977, Angul, Angul district, Odisha, India | |
Age | 47 years |
ରୂପା ମିଶ୍ର ଓଡ଼ିଶା ର ପ୍ରଥମ ମହିଳା ଯେ କି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ରେ ସମଗ୍ର ଭାରତ ରେ ପ୍ରଥମ ହୋଇଥିଲେ। ସେ ୨୦୦୩ ବର୍ଷ ଏହି କୃତିତ୍ଵ ହାସଲ କରିଥିଲେ। ତାଙ୍କ ପିତା ଦଣ୍ଡନୀରୋଧ ମିଶ୍ର ମଧ୍ୟ ଜଣେ ଆଇଏଏସ । ହୃଷୀକେଶ ପଣ୍ଡା (୧୯୭୯) ଓ ପ୍ରଫୁଲ ଚନ୍ଦ୍ର ମିଶ୍ର(୧୯୮୨) ଙ୍କ ପରେ ରୂପା ଏହି କୃତିତ୍ଵ ହାସଲ କରିବାରେ ଓଡ଼ିଶା ରେ ତୃତୀୟ।
ରୂପା ପ୍ଲସ ୨ ବିଜ୍ଞାନ ରେ ପାସ କରିଥିଲେ ମଧ୍ୟ ବାଣିଜ୍ୟ ରେ ସ୍ନାତକ କରିଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ଏମବିଏ କରିଥିଲେ । ଏହାପରେ ଆଇଆଇଏମ କୋଲକାତା ରୁ ପିଜିଡ଼ିଏମ ପାସ କରିଥିଲେ।
ସେ ଅଂଶୁମାନ ତ୍ରିପାଠୀ ଙ୍କୁ ବିବାହ କରିଥିଲେ । ଯେ କି ଆଇଆଇଏମ କୋଲକାତା ରେ ତାଙ୍କର ସହପାଠୀ ଥିଲେ । ରୂପା ନିଜର ସଫଳତାର ଶ୍ରେୟ ନିଜ ପଟି ଙ୍କୁ ଦିଅନ୍ତି।
ସେ ଆଇଏସ ହେବା ପୂର୍ବ ରୁ ସ୍ଥାନୀୟ ଦୂରଦର୍ଶନ ଚ୍ଯାନେଲ ପାଇନେ ଉପସ୍ଥାପନା ସହ ଡ଼ିଡ଼ିସିଇ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଅଧ୍ୟାପନା କରୁଥିଲେ।